ରଜ ମଉଜ
ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ ଦୋଳି ଖାଲି ରାତିଟା ଗଣୁ । ରାତି ପାହିଲେ ପରା ପହିଲି ରଜ କୁମାରୀମାନଙ୍କ ବଡ଼ ମଉଜ, ସଜବାଜ ହେଇ ଖେଳନ୍ତି ଦୋଳି ପାନ ସାଥେ ଗୀତ ଗାଇ କରନ୍ତି ମେଳି । କୋଳାହଳ ଆଜି ଗାଁ ଦାଣ୍ଡ…

