manushya

ମନୁଷ୍ୟ

କାଗଜ ଟୁକୁଡ଼ା ସାଇତିଲୁ ବୋଲି କାହିଁକି ତୋ ଏତେ ଅହଂକାର, କାଗଜର କ’ଣ ହେବ ତରଳି ଯାଏ ଏଇଠି ଲୌହ ପଥର ॥ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ବଳି ଦେଇ ଗଢ଼ି ଦେଲୁ ଅଟ୍ଟାଳିକା, ସେବା ଭାବ ପାଇଁ ସମୟ ତୋ ନାହିଁ ତୁହି ସ୍ୱାର୍ଥପର ଏକା ତୁହି ସ୍ୱାର୍ଥପର ଏକା ॥ ଅନ୍ୟର ସେବା ପାଇଁ ଜନମିଥିଲୁ ଭୁଲିଗଲୁ ତୁ ତୋ କର୍ମ ଜାତି ପ୍ରଥା ନାଁ’ରେ ଝଗଡ଼ା କରାଇ ବିବାଦରେ ଆଣୁ ଧର୍ମ…

ଅଧିକ ପଢ଼ନ୍ତୁ
ମୋ ଗାଁ ପୋଖରୀ

ମୋ ଗାଁ ପୋଖରୀ

ମୋ ଗାଁ ପୋଖରୀ ଗଙ୍ଗା ଠାରୁ ପବିତ୍ରତମା , ବିନ୍ଦୁଏରେ ଭରା ସିନ୍ଧୁଏ ମମତା ତା’ ସମ ନାହିଁ କିଛି ଉପମା । ସ୍ଥିତ ପ୍ରଜ୍ଞ କଠୋର ତପସ୍ୟାରତ ବାଣ୍ଟୁଥାଏ ଅମୃତ ଧାରା , ଆବାହମାନ କାଳରୁ ଆକୁଣ୍ଠ ଦାନ ହେଉ ଶୀତ, ବର୍ଷା ଅବା ଖରା । ତା’ ତୁଠ ସ୍ଵର୍ଗଠୁ ଶ୍ରେଷ୍ଠ ଏନ୍ତୁଡ଼ିଶାଳରୁ ଅନ୍ତିମ ଯାତ୍ରାରେ ଲୋଡ଼ା, ଧନୀ ଗରିବର ମିଳନ ସ୍ଥଳ ସେ ଦଶଦିଗ ସହ ସର୍ବଦା ଯୋଡ଼ା । ଅସ୍ତିମ ସୂର୍ଯ୍ୟ ଉଦିତ ଜହ୍ନ ମାଛରଙ୍କାର…

ଅଧିକ ପଢ଼ନ୍ତୁ
ମାନବ ତମେ ଆସ

ମାନବ ତମେ ଆସ

ମାନବିକତାକୁ ସାଥିରେ ଧରି ଆସିବ କି ତମେ ମାନବ ସାରା ଦୁନିଆ ବଦଳି ଯିବ ତମର ହେଲେ ଆବିର୍ଭାବ । ମାନବିକତା ନାହିଁ ବୋଲି ସ୍ନେହ ଶ୍ରଦ୍ଧା ଦୟା ନାହିଁ ଏଠାରେ ଏସବୁ ସାଥିରେ ଧରି ଆସ‌ହେ ମାନବ ଥରେ । ମାନବିକତାର ଅଗ୍ନି ଜାଳି ଜାଳିଦିଅ ହିଂସା ଅହଂକାର ମାନବ ତମେ ଥରୁଟିଏ ଆସ ମାନବିକତାର ହେବ ଜୟକାର । କନ୍ୟା ଭୃଣ ବଞ୍ଚିବ ନାରୀର ସମ୍ମାନ ଫେରିବ ମାନବ ଯେବେ ତମେ ଆସିବ ମାନବିକତାର ଶିଶୁ ହସିବ ଖେଳିବ…

ଅଧିକ ପଢ଼ନ୍ତୁ
ସତରେ କ'ଣ ସେ ଅଲୋଡ଼ା

ସତରେ କ’ଣ ସେ ଅଲୋଡ଼ା?

ସେ କନ୍ୟା, ଭଗିନୀ, ଜାୟା ଓ ଜନନୀ କେଉଁ ଅଜଣା ହସ୍ପାତାଳରେ ହୁଏ ଅଜଣା ଭୃଣ ହତ୍ୟା ଅଥବା ମିଳେ ପଲିଥିନ୍‌ ଜରିରେ ବନ୍ଧା ଅଳିଆଗଦା ବା ରେଳ ଧାରଣା ନିକଟରୁ ପୁଣି ବିଦ୍ୟାଳୟେ ଅବା ଶୁନ୍‌ଶାନ୍ ଜାଗାରେ ପଡ଼େ ସେ କାମୁକ ଆଖିରେ ତ‌ଥାପି ସରେନା ତା’ର କାହାଣୀ ସେଇଠି ଯୌତୁକ ନିଆଁରେ ସେ ପୋଡ଼ି ହୋଇଯାଏ ଅଥବା ହୁଏ ସେ ପତି ପରିତ୍ୟକ୍ତା । ପରିଣତ ବୟସରେ ବି ସରେନା ଦୁଃଖ କାହାଣୀ ଯେଉଁଠି ପରିବାର…

ଅଧିକ ପଢ଼ନ୍ତୁ
shefali

ଶେଫାଳି

ତୁମେ ଯେମିତି ଝରିଯାଅ ସକାଳ ହେବା ପୂର୍ବରୁ ସ୍ୱପ୍ନ ମୋର ହଜିଗଲା ନିଦ ଭାଙ୍ଗିବା ଆଗରୁ । ତୁମେ ଯେମିତି ଝରିଯାଅ ପ୍ରସ୍ଫୁଟିତ ବୃନ୍ତରୁ ସ୍ୱପ୍ନ ସ୍ଵପ୍ନସବୁ ଝରିଲେଣି ଲୁହ ହେଇ ମୋ ଆଖିରୁ । ଅବଶୋଷ ନାହିଁ କି ତୁମର ବଞ୍ଚିତ ହେଲ ଅର୍ଚ୍ଚନାରୁ ମୁଁ କିନ୍ତୁ କାନ୍ଦୁଛି ଆଉ ଜିଉଁଛି ମରୁ ମରୁ । – ସମିତା ସାହୁ ସମିତା ସାହୁସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ…

ଅଧିକ ପଢ଼ନ୍ତୁ