Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ଶିଥିଳ ହୁଏ ଅଥିର ହୁଏ କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ ହେଲେ ତା’ର ନିଶା ହୋଇଗଲେ ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ ନାଇଁ ନାଇଁ…

ଅଧିକ ପଢ଼ନ୍ତୁ
Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ, ଆସିଯାଏ ଚଇତିର ପନ୍ଥେଇ ଜଳ । ଦୂର ଆକାଶ ରୁ ଶୁଭାଯାଏ, ହୁଳହୁଳିର ଏକ ଅବିସ୍ମୟ ଝଙ୍କାର । ଚଇତିର ମଙ୍ଗଳବାର, ମଙ୍ଗଳାଙ୍କ ଅସୀମ ଅପାର ହୁଳହୁଳିରେ କମ୍ପୁଥାଏ ଅମ୍ବର । ସିଞ୍ଚିଲା ଜଳ, ପିଇଲା ତାଙ୍କ କୃପାର ଜଳ ଜୀବନ ପରିଧିରେ ପାଇଗଲା ସେ ତାଙ୍କ କରୁଣା ଅପାର । – ଦେବାଶିଷ ମହାପାତ୍ର ଦେବାଶିଷ ମହାପାତ୍ରଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ…

ଅଧିକ ପଢ଼ନ୍ତୁ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ ଅନ୍ମେଷିବା କାଠିକର, ପୀୟୁସ ବିଚାରି ଭକ୍ଷଣ କରନ୍ତେ କଳେବର ଛାରଖାର । ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ ଧରେ ସୁଦ୍ଧ ଯୋଗୀ ବେଶ, ନିର୍ଜନ ବେଳାରେ ହରି ନିଏ ମାନ ଯେସନେ ଲଙ୍କା ନରେଶ । ସୁଯୋଗ ଖୋଜଇ ସ୍ୱାର୍ଥର ବାଟୋଇ ପକାଇବ ନେଇ କୂପେ, ଜାଣିବା ବେଳକୁ ବିଯଦ ଘନେଇ ବରଷିବ ଆପେ ଆପେ । ମାନୀ ଦୁଃସାସନ ଦେଉଛନ୍ତି ଜ୍ଞାନ ଶକୁନି ସଙ୍ଗତେ ମିଳି, ସୁରା ମଧୁମୟ ହରି ନେବ ଭୟ…

ଅଧିକ ପଢ଼ନ୍ତୁ
Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ ମଗନେ, ଗୁରୁଆଜ୍ଞା ଶିରୋଧାର୍ଯ୍ୟ ଦେଖେ ନିତ୍ୟ…

ଅଧିକ ପଢ଼ନ୍ତୁ
Odia Poem Sishirara Chhuan Tu (ଶିଶିରର ଛୁଆଁ ତୁ) by Manas Ranjan Dash

ଶିଶିରର ଛୁଆଁ ତୁ

ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ ମାନସ ରଞ୍ଜନ ଦାଶମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା…

ଅଧିକ ପଢ଼ନ୍ତୁ