Durga

ଦୁର୍ଗା

ଶୂନ୍‌ଶାନ୍ ସନ୍ଧ୍ୟା । ମିନୁ ତରତର ହୋଇ ବଜାରରୁ ଫେରୁଥାଏ । କାଲି ପରୀକ୍ଷା ଅଛି ଯେ, ସେ ଆଡ୍‌ମିଟ୍ କାର୍ଡ଼୍ ବାହାର କରି ଆସୁ ଆସୁ ସନ୍ଧ୍ୟା ହେଇଗଲା । ୭ଟା ପାଖା ପାଖି ସମୟ, ଦୁର୍ଗା ପୂଜା ସମୟ । ରାସ୍ତାରେ ଚାଲିଥାଏ ଛାତିକୁ ପଥର କରି । କୌଣସି ଅଟୋ ରହୁନଥାଏ । ସେମିତି ଚାଲିଥାଏ ତା’ ପାଦ । ହଠାତ୍ ପଛରୁ ୩-୪ ଜଣ ଲୋକଙ୍କ ପାଦ ଶବ୍ଦ ଶୁଭିଲା, ଛାତିର ସ୍ପନ୍ଦନ ତା’ର ବଢ଼ିଲା । ବର୍ତ୍ତମାନ ସମୟର କରାଳ ଦୃଶ୍ୟ…

ଅଧିକ ପଢ଼ନ୍ତୁ
Au Nahi

ଆଉ ନାହିଁ

ତୁମର ସେ ଦୁର୍ବଳତା ଆଉ ନାହିଁ ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି, ତୁମର ସେ ବିହ୍ୱଳତା ଆଉ ନାହିଁ ବିତୃଷ୍ଣାରେ କଟେ ମୋର ରାତି । ତୁମର ଆଉ ସେ ଉଦ୍ଧାମତା ନାହିଁ ମୋ ନିରବତାର ମରୁଭୂମି ଉପରେ ଅସରାଏ ଧ୍ଵନି ହୋଇ ବର୍ଷିବାକୁ, ଆଉ ନାହିଁ ତୁମର ସେ ସଂଯମତା ଛିନ୍ନ କରି ମୋ ସଂଭ୍ରମତାର ଶିକୁଳୀ ଭେଟିବାକୁ ମୋ ନିନ୍ଦା ପରର ସତ୍ୟତା । ଆଉ କାହିଁ ଦେଖୁନି ତୁମଠି ସେ ଉତ୍ସୁକତା ସ୍ୱାର୍ଥମାନେ…

ଅଧିକ ପଢ଼ନ୍ତୁ
Famous Artist Bijay Biswaal

ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ

ଜଣେ ଶିଳ୍ପୀ ଗୋଟିଏ ମୂଲ୍ୟହୀନ ପଥରକୁ ସଜେଇ ଦିଏ ହୀରାଟିଏ କରି । ଚିତ୍ରଶିଳ୍ପୀଟିଏ କେଉଁ ଏକ ଅଲୋଡ଼ା କାଗଜକୁ ଦେଇପାରେ ଦୁନିଆର ସର୍ବୋଚ୍ଚ ସମ୍ମାନ । ପ୍ରତ୍ୟେକ ଚିତ୍ର ପଛରେ କିଛି ନା କିଛି କାହାଣୀ ଥାଏ ଆଉ ସେ କାହାଣୀମାନଙ୍କ ଜନକଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଆଜି ଜାଣିବା । ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ଚିତ୍ର ଆଙ୍କିବା ନିଶାରେ ଚାକିରୀ ଛାଡ଼ିବାକୁ ପଛାଇ ନଥିଲେ ସେ । ଚିତ୍ର ଆଙ୍କିବା ପ୍ରତି ତାଙ୍କର ଏମିତି ଦୁର୍ବଳତା ଥିଲା…

ଅଧିକ ପଢ଼ନ୍ତୁ
Raja Paraba

ରଜ ପରବ

ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ… ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା… ପହିଲି ବର୍ଷାର ଆଶାୟୀ ପରା… ଋତୁସ୍ନାତା ମା’ ମୋ ବସୁନ୍ଧରା… କଷଣ ନ ଦେବା ବର୍ଜିତ ପରା !! ପ୍ରଥମ ଦିବସ ଅଟଇ ସଜବାଜ… ତହିଁଆର ଦିନ ପହିଲି ରଜ… ବିତଇ ସମୟ ଖେଳ, କୁଦ ମଉଜ… ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !! ଅନ୍ତିମ ଦିନଟି ବସୁମତୀ…

ଅଧିକ ପଢ଼ନ୍ତୁ
Coronare Raja

କୋରୋନାରେ ରଜ

ବନସ୍ତେ ଡାକିଲା ଗଜ ଏଇ ବରଷ ବି ହେଉନି ରଜ ହେଉନି ରଜ ଲୋ ଘରେ ହୁଅ ସଜବାଜ ॥ ଦୁଇଟା ବରଷ ଗଲା ଘରେ ବସି ବସି ଦିନ କଟିଲା ଦିନ କଟିଲା ଲୋ କୋରୋନା କିଅଣ କଲା ॥ ରଜଦୋଳି ସାଇଁ ସାଇଁ କେବେ ଯେ ସରିବ ଜାଣୁ ତ ନାଇଁ ଜାଣୁ ତ ନାଇଁ ଲୋ ମୁଣ୍ଡ କରେ ଘାଇଁ ଘାଇଁ ॥ ରଜ ଦୋଳି ଖସ ଖସ ବିନା ପରୀକ୍ଷାରେ ହେବୁଟି…

ଅଧିକ ପଢ଼ନ୍ତୁ