Read more about the article ସହରକୁ ଆସିଲା ପରେ
Odia Poem Saharaku Asilapare (ସହରକୁ ଆସିଲା ପରେ) by Pravat Bal

ସହରକୁ ଆସିଲା ପରେ

ସହରକୁ ଆସିଲା ପରେ ଶିଖିଗଲି କେମିତି ରାଜରାସ୍ତାର କଳା ଆସ୍ତରରେ ଗ୍ରାମ ପଥକୁ କବର ଦିଆଯାଏ ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି ମାର୍ବଲ ଚଟାଣରେ ପାଦ ରଖାଯାଏ । କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ ବିଦେଶୀ ରଙ୍ଗର ଚିତ୍ରରାଜି…

Continue Readingସହରକୁ ଆସିଲା ପରେ
Read more about the article ଚାରୋଟି ଅନନ୍ତ ପ୍ରତୀକ୍ଷା
ଚାରୋଟି ଅନନ୍ତ ପ୍ରତୀକ୍ଷା

ଚାରୋଟି ଅନନ୍ତ ପ୍ରତୀକ୍ଷା

ପ୍ରତୀକ୍ଷା, ରକ୍ତ ରଞ୍ଜିତ ଅତୀତର ପ୍ରେମ ବିଭୂଷିତ ଭବିଷ୍ୟତକୁ, ରଞ୍ଜାଇବାକୁ ରଙ୍ଗିନ ଶ୍ରାବଣରେ, ନଧୋଇ ଆତଙ୍କ ରୁଧିରେ । ପ୍ରତୀକ୍ଷା, ଅର୍ଦ୍ଧଶୁଷ୍କ ନଦୀ ଧାରାର ଅମଳିନ ବୈଶାଖ ପରର ଅଷାଢ଼ୁଆ ବାରିଦକୁ, ସାଜି ତରଙ୍ଗାୟିତ ଉର୍ମି, ଲଙ୍ଘି ପଥ ମିଶିବାକୁ ସମୁଦ୍ର…

Continue Readingଚାରୋଟି ଅନନ୍ତ ପ୍ରତୀକ୍ଷା
Read more about the article ଆଉ ନାହିଁ
ଆଉ ନାହିଁ

ଆଉ ନାହିଁ

ତୁମର ସେ ଦୁର୍ବଳତା ଆଉ ନାହିଁ ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି, ତୁମର ସେ ବିହ୍ୱଳତା ଆଉ ନାହିଁ ବିତୃଷ୍ଣାରେ କଟେ ମୋର ରାତି । ତୁମର ଆଉ ସେ ଉଦ୍ଧାମତା ନାହିଁ ମୋ ନିରବତାର ମରୁଭୂମି ଉପରେ…

Continue Readingଆଉ ନାହିଁ
Read more about the article ସ୍ୱପ୍ନ ପରିପନ୍ଥୀ
ସ୍ୱପ୍ନ ପରିପନ୍ଥୀ

ସ୍ୱପ୍ନ ପରିପନ୍ଥୀ

ନିର୍ଭୀକତାର ମୁଖା ପିନ୍ଧି ନିର୍ଦ୍ୱନ୍ଦରେ ବିଚରଣ କରୁଥିବା ପାହାନ୍ତି ରାତ୍ରୀର ଅପରିପକ୍ଵ ସ୍ୱପ୍ନମାନେ, କିମ୍ପା ଭୟ ଦିନର ପ୍ରସ୍ତୁରିତ ଅବଧିକୁ? ଯଦି ବି ବିତିଯିବାକୁ ଚାହଁ ମୋ ଦରଭଙ୍ଗା ନିଦରେ ସର୍ତ୍ତୀଳ ଇଚ୍ଛାମାନଙ୍କର ଅଗଣାକୁ । ମନ ମୋର ଉତ୍ତରଳ ଅତି…

Continue Readingସ୍ୱପ୍ନ ପରିପନ୍ଥୀ
Read more about the article ପ୍ରତିକ୍ଷୀତ ପ୍ରତ୍ୟୁଷ
ପ୍ରତିକ୍ଷୀତ ପ୍ରତ୍ୟୁଷ

ପ୍ରତିକ୍ଷୀତ ପ୍ରତ୍ୟୁଷ

ନିଶିର ନିଷିଦ୍ଧ ଇଲାକାରେ ଅହରହ ସ୍ୱପ୍ନମାନଙ୍କର କପଟତା, ଅସ୍ତବ୍ୟସ୍ତ ବର୍ତ୍ତମାନକୁ ସାଉଁଟି ଭବିଷ୍ୟତର ଭୟାବହତାକୁ ପ୍ରଦର୍ଶିତ କରିବାର ନିରନ୍ତର ପ୍ରୟାସ । ତନ୍ମଧ୍ୟରେ ତୁମର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ, ସତେ କେଉଁ ଚଳଚ୍ଚିତ୍ରର ମଧ୍ୟାନ୍ତରରେ ତମ୍ବାଖୁ ବିଜ୍ଞାପନ ପରି । ଅତିକ୍ରମ କରେ…

Continue Readingପ୍ରତିକ୍ଷୀତ ପ୍ରତ୍ୟୁଷ