Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ । କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ ରଖିବା ମନେ । ଗୁରୁଙ୍କର ମହିମା ଅପାର, ମହୀମଣ୍ଡଳେ ସେ ତ ଈଶ୍ୱର, ହୃଦମନ୍ଦିରେ ସେ ଅମଳିନ ଜ୍ୟୋତି ତାଙ୍କ ପାଇଁ ଜୀବନ ସୁନ୍ଦର । ମନେ ଭରିଣ ଆଶା ବିଶ୍ୱାସ, କଳୁଷତାକୁ କରନ୍ତି…

ଅଧିକ ପଢ଼ନ୍ତୁ
Odia Poem Guru Bandana (ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା) by Mamata Sahu

ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର ଗୁରୁ ଜ୍ଞାନର ଭଣ୍ଡାର ଗୁରୁ ପିତା ମାତା ଗୁରୁ ଯେ ଦେବତା ଗୁରୁ ସତ୍ୟ ଶିବ ସୁନ୍ଦର ॥ ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର ଗୁରୁ ଆଲୋକ ପ୍ରଦୀପ ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର ଜାଳନ୍ତି ଉଜ୍ୱଳ ଦୀପ ॥ ଗୁରୁ ସମସ୍ୟାର ସମାଧାନ ସୂତ୍ର ଗୁରୁ ହିଁ ଆଶା ଭରସା ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ କରନ୍ତିନି କେବେ ନିରାଶା ॥ ଶିକ୍ଷାର୍ଥୀଙ୍କ ପାଇଁ ଶୁଭ…

ଅଧିକ ପଢ଼ନ୍ତୁ
Guru Bandana (ଗୁରୁ ବନ୍ଦନା) Sanet by Madhumita Mishra on Teachers Day

ଗୁରୁ ବନ୍ଦନା

ଅଜ୍ଞାନତା ଅମା ଅନ୍ଧାର ଭିତରେ ଜ୍ଞାନର ଜ୍ୟୋତି ଜଳାଏ, ଅଜ୍ଞାନତା ଶକ୍ତ ବଳୟ ଭିତରୁ ହାତ ଧରି ଟାଣି ନିଏ, ଅଜ୍ଞାନତାର ପଙ୍କ ଭିତରେ ଯେ ଜ୍ଞାନର ପଦ୍ମ ଫୁଟାଏ, ଅଜ୍ଞାନତାର ତିକ୍ତତା ଭିତରେ ସେ ଜ୍ଞାନ ମିଷ୍ଟାନ୍ନ ଖୁଆଏ । ଜ୍ଞାନ ପ୍ରକାଶର ବଳରେ ହୁଅଇ ଯେ ଜଗତ ବିଜୟୀ, ଜ୍ଞାନ ଅମୃତର ସ୍ଵାଦ ଯେ ଚଖାଇ ମୂର୍ଖତା ଦୂର କରଇ, ଜ୍ଞାନ ତା’ ଭୂଷଣ ଜ୍ଞାନ ତା’ର ଅସ୍ତ୍ର ଜ୍ଞାନ ହିଁ ତା’ ପରିଚୟ,…

ଅଧିକ ପଢ଼ନ୍ତୁ
Guru Bandana

ଗୁରୁ ବନ୍ଦନା

ଗୁରୁ ପିତା ମାତା ଗୁରୁ ଯେ ଦେବତା ନର ରୂପେ ନାରାୟଣ ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର ତାଙ୍କ ପାଦେ କୋଟି ପ୍ରଣାମ ॥ ଗୁରୁ ଆଲୋକିତ ଗୁରୁ ଯେ ପ୍ରଦୀପ ଅନ୍ଧାର ଦିଅନ୍ତି ଦୂରେଇ ଗୁରୁଙ୍କ ଆଷିଶ ସବୁଠୁ ବିଶ୍ୱାସ ଗୁରୁ ପରି କେହି ନାହିଁ ॥ ଧନ୍ୟ ହୁଏ ପ୍ରାଣ ପାଇ ଦରଶନ ଗୁରୁ ଶୀତଳର ଜହ୍ନ… ଜ୍ଞାନର ଭଣ୍ଡାର ଗୁରୁ ଏକା ଜାଣ ଜୀବନେ ଶିଖାନ୍ତି ସଂସ୍କାର ଗୁରୁହିଁ ତ ଆଶା…

ଅଧିକ ପଢ଼ନ୍ତୁ
Guru - Odia Poem for Teachers Day by Sushree Sangita Sethi

ଗୁରୁ

ଗୁରୁଙ୍କ ବିନା ସବୁ ଦିଗହୀନ ଗୁରୁଙ୍କ ବିନା ଅସ୍ତ୍ର ମୂଲ୍ୟହୀନ ଗୁରୁଙ୍କ ବିନା ବହି ଅର୍ଥହୀନ ଗୁରୁଙ୍କ ବିନା ଜ୍ଞାନ ଅସମ୍ପୂର୍ଣ୍ଣ । ଗୁରୁ ହିଁ ଜୀବନର ମାର୍ଗଦର୍ଶକ ଅଜ୍ଞାନ ଅନ୍ଧକାରେ ଆଲୋକଗୁଚ୍ଛ ତାଙ୍କ ଜ୍ଞାନ ରୂପକ ଆଲୋକ ବିନା ଅନ୍ଧକାର, ଜୀବନ ରାସ୍ତା ତୁଚ୍ଛ । ଜୀବନ ନୌକାରେ ଗୁରୁ ଯେ ଅଟନ୍ତି ଉତ୍ତର ନଭ ଧ୍ରୁବ ତାରା ହଜେଇ ଦିଏ ଦିଗ ତାଙ୍କ ବିନା ଜୀବନ ଅନ୍ଧାରେ ହେଇ ପଥହରା । ଜ୍ଞାନର ସ୍ଵରୂପ,…

ଅଧିକ ପଢ଼ନ୍ତୁ