Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା’ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା’ନ୍ତି ଜଣେ ବୃଦ୍ଧା । ମନର ଯନ୍ତ୍ରଣାକୁ ଲୁହର କୋହରେ ବତୁରାଇ ସେମିତି ବାହାରକୁ ଚାହିଁ ରହିଥା’ନ୍ତି । ବର୍ଷା ଛାଡ଼ିବାର ନାଁ ନେଉ ନଥାଏ । ସେଇ ମୂଷଳ ଧାରାର ବର୍ଷା ଭିତରେ ବି ଆଖିର…

ଅଧିକ ପଢ଼ନ୍ତୁ
Odia Bhajan Niskama Bhakti (ନିଷ୍କାମ ଭକ୍ତି) by Manoranjan Surujal

ନିଷ୍କାମ ଭକ୍ତି

କିଛି ପାଇବାକୁ କିଛି ହରେଇବା ଏ ସିନା ଦୁନିଆଁ ରିତି, ତୁମ ବୀଜ ମନ୍ତ୍ର ସନ୍ଧ୍ୟା ସକାଳରେ ଜପୁଥାଏ ନିତି ନିତି । ପରମ ବାନ୍ଧବ ଲଗାଇବ କୂଳ ବସେଇଛ ଭକ୍ତି ନାବେ, ମୁକତି ପସରା ମେଲେଇ ଦେଇଛ ମୁକତ କରିବ କେବେ? ଭକତ ବଲ୍ଲଭ ଭକତଙ୍କ ଶୁଭ ମାଗେନା ଧନ ସମ୍ପତ୍ତି, ଅଳିକ ମାତର କି କରିବି ଛାର ସମ୍ପତ୍ତି ଥିଲେ ବିପତ୍ତି । ଯୁଗେ ଯୁଗେ ପ୍ରଭୁ ଭକତଙ୍କୁ ତବ କରିଛ ଦାଣ୍ତ ଭିକାରୀ,…

ଅଧିକ ପଢ଼ନ୍ତୁ
Odia Poem Gaan Re Padichhi Shita (ଗାଁରେ ପଡ଼ିଛି ଶୀତ) by Rudra Narayan Panigrahi

ଗାଁରେ ପଡ଼ିଛି ଶୀତ

ଶୀତଳ ପବନେ କାକର ବିନ୍ଦୁରେ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । କାର୍ତ୍ତିକ ପୂର୍ଣିମା ଡଙ୍ଗାରେ ବସିକି ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ଦିନର ଆୟୁଷ ଶୋଷଣ କରିକି ଆସିଛି ଜରତୀ ଶୀତ, ହଁ ଗାଁରେ ପଡ଼ିଛି ଶୀତ । ନିରବ ନିସ୍ତବ ରଜନୀକୁ ନେଇ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ମାଲୁଣୀ ବୁଢ଼ୀର କୁହୁକ ପରି ଘେରା କୁହୁଡ଼ି କବଚ,…

ଅଧିକ ପଢ଼ନ୍ତୁ
Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ ଅଛନ୍ତି ତୋ’ ସହୋଦର କି ଗୁଣ ଭରିଛି ତୋରି ଦେହରେ ପାଉଛୁ ଏତେ ଆଦର । ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ ତୋ’ ନାମ ରହଛି ଜଗତେ ଭକତି ଭାବରେ ହୋଇଛନ୍ତି ପ୍ରୀତ ପୂଜୁବୋଲି ବିଧିମତେ । ଗାଉଅଛୁ ତାଙ୍କ ସ୍ତୁତିର ବନ୍ଦନା ଚରଣରେ ସଦା ତୁହି ଭକତି ଭାବକୁ ଚିହ୍ନନ୍ତି ବୋଲି ତ ହସିଉଠେ ଏଇ ମହୀ । ତୋ’ ରୂପ ନିଆରା ଦିଶୁ ମନୋହର ବାସନା ଅଟଇ…

ଅଧିକ ପଢ଼ନ୍ତୁ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ ଆସୁଛି ନେଇ ନୂଆ ପ୍ରକାଶ ସବୁରି ମୁହଁରେ ଫୁଟାଇ ହସ । ନୂତନ ଆଶା ଆଉ ଭରସା ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା ଗଢ଼ୁଛି ନିତି ମନରେ ବସା । ଖୁସି ଜୁଆର ହୃଦୟେ ଉଠେ ନୂଆ କିରଣ ପରଶେ ଫୁଟେ ସବୁଜିମାରେ ଧରଣୀ ଲୋଟେ । ଆତ୍ମା ସଞ୍ଚାରେ ନୂଆ ମହକ ନୂଆ ଅନୁଭୂତି ଖୋଜେ ପଲକ ଖୁସିର ବାସ୍ନା ଭରେ ଆଲୋକ । ପ୍ରତି ପ୍ରାଣରେ ନୂଆ ଜାଗରଣ…

ଅଧିକ ପଢ଼ନ୍ତୁ