Read more about the article ପାପ ଗଣ୍ଠିଲି
Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା'ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା'ନ୍ତି ଜଣେ…

Continue Readingପାପ ଗଣ୍ଠିଲି
Read more about the article ନାରୀ ସ୍ୱାଧୀନତା
Odia Poem Nari Swadhinata (ନାରୀ ସ୍ୱାଧୀନତା) by Soubhagyabati Giri

ନାରୀ ସ୍ୱାଧୀନତା

ସ୍ୱାଧୀନତା ଅର୍ଥ ମତେ ପଚାରନା ଆଜି ବି ମୁଁ ପରାଧୀନ କାହିଁକି ମିଛରେ ଡିଣ୍ଡିମ ପିଟିବି ନାରୀ ଅଟଇ ସ୍ୱାଧୀନ ॥ ମାତୃଗର୍ଭେ ଯଦି ସଞ୍ଚରିଯାଏ ମୁଁ ହୁଏ କନ୍ୟାଭୃଣ ହତ୍ୟା ପୁଅଝିଅ ଭେଦଭାବ ଶବ୍ଦଟିକୁ ପରଖେ ମୋ' ଶୈଶବତା ॥…

Continue Readingନାରୀ ସ୍ୱାଧୀନତା
Read more about the article ମୁଁ କାଶ୍ମୀର୍ ଝିଅ କହୁଛି
Odia Poem Mun Kashmiri Jhia Kahuchhi (ମୁଁ କାଶ୍ମୀର୍ ଝିଅ କହୁଛି) by Soubhagyabati Giri

ମୁଁ କାଶ୍ମୀର୍ ଝିଅ କହୁଛି

କରୋନା ଜ୍ୱାଳାରେ ତୁମେ ଆତଙ୍କିତ ମୁଁ ନିଇତି ଆତଙ୍କ ଦେଖୁଛି । ଦିନରାତି ଏଠି ସବୁ ତ ସମାନ ନିଆଁ ଝୁଲ ଖାଲି ଖସୁଛି, ତୁମେ ଘରେ ଲୁଚ କିଛିଦିନ ପାଇଁ ମୁଁ ନିଇତି ତ ଘରେ ଲୁଚୁଛି । ସୀମାନ୍ତ…

Continue Readingମୁଁ କାଶ୍ମୀର୍ ଝିଅ କହୁଛି
Read more about the article ମୁକ୍ତି ଦିଅ
Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା…

Continue Readingମୁକ୍ତି ଦିଅ
Read more about the article ଜୀବନସାଥୀ
Odia Poem Jibanasathi (ଜୀବନସାଥୀ) by Soubhagyabati Giri

ଜୀବନସାଥୀ

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା ଏମିତି ଶିଖର ସ୍ଥଳେ, ଉଚ୍ଚ ବେତନରେ ଚାକିରି କରିଛି ଦେଶବିଦେଶ ମୁଁ ବୁଲେ । ସଭିଏଁ କହନ୍ତି ବାହାହେବ ତମେ ଝଲମଲ ପ୍ରାସାଦରେ, ଜୀବନ ତୁମର ବିତିବ ବୃହତ ଆୟବ୍ୟୟର ଅଟକଳରେ । ଶାଶୁଘରେ ତୁମ…

Continue Readingଜୀବନସାଥୀ