Read more about the article ସମୟ ସମୁଦ୍ରେ ଶୀତ ଜୁଆର
Odia Poem Samaya Samudre Shita Juara (ସମୟ ସମୁଦ୍ରେ ଶୀତ ଜୁଆର) by Tapas Kumar Pradhan

ସମୟ ସମୁଦ୍ରେ ଶୀତ ଜୁଆର

ଶାସନ ଭାରର କ୍ଷମତା ହାତେଇ ଉଭା ହୋଇଅଛି ଶୀତ ଶୁଭେଚ୍ଛା ଜଣାଇ ପାଛୋଟି ଆଣୁଛୁ କରିଣ ଭବ୍ୟ ସ୍ୱାଗତ ଧରଣୀ ଛାତିରେ ଶୀତ ନାଚିଲାଣି ତା' ସାଥେ ପଉଷ, ମାଘ ନୀଳ ବଦନରେ ନଭ ଶୋଭିଲାଣି ହଜିତଗଲାଣି ମେଘ ଦିବାର ଆୟୂଷ…

Continue Readingସମୟ ସମୁଦ୍ରେ ଶୀତ ଜୁଆର
Read more about the article ଶୀତ ମୋହିନୀ
Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ ଧରା ପୃଷ୍ଠେ କରନ୍ତି ଅବରୋହଣ ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ ଦମନ ନହୋଇ ସାଜନ୍ତି ଅଜୟ । ପ୍ରଚଣ୍ଡର ସହ ଝିପିଝିପି ଘନ ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ ମଧୁମଳୟର ପୂର୍ବୁ ସେ ପ୍ରକାଶ…

Continue Readingଶୀତ ମୋହିନୀ
Read more about the article ମୋ ଛୋଟ ଗାଆଁ
Odia Poem Mo Chhota Gaon (ମୋ ଛୋଟ ଗାଆଁ) by Ananta Kumar Sahu

ମୋ ଛୋଟ ଗାଆଁ

ଏଇ ମୋର ଛୋଟ ଗାଆଁରେ ତାକୁ ଟିକେ ଚାହାଁରେ, ଜନମ ଏଇଠି, ମରଣ ଏଇଠି ପାଳିଆବିନ୍ଧା ତା'ର ନାଆଁରେ । ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି ଅଙ୍କେଇ ବଙ୍କେଇ ହେଇ କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି, ବରଷା…

Continue Readingମୋ ଛୋଟ ଗାଆଁ
Read more about the article ରସୋ ବୈ ସଃ
Odia Story Raso Bai Sah (ରସୋ ବୈ ସଃ) by Pramod Kumar Panda

ରସୋ ବୈ ସଃ

(୧) ଧୂସର ଅପରାହ୍ନର ବିଦଗ୍ଧ ବାତାୟନ ମାଧ୍ୟମରେ କୋଠରୀ ଭିତରେ ପଶି ଆସୁଥିବା ଜୀବନ୍ତ ସୂର୍ଯ୍ୟରଶ୍ମି କଣିକାସମୂହର ସରଳରେଖାକୁ ନିରୀକ୍ଷଣ ବେଳେ ସ୍ମୃତି ପଟଳରେ ଭାସମାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମନରେ ଘର କରି ରହି ଯାଇଥିବା ବଡ଼ନାନୀ ସରସ୍ୱତୀଙ୍କ ଚେହେରା ପ୍ରତିଫଳିତ…

Continue Readingରସୋ ବୈ ସଃ

ଶେଷ ନିଶ୍ୱାସ

ସିନ୍ଦୂରା ଫାଟିନି ସୁରୁଜ ଉଇଁନି ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି ଶୀତୁଆ ସକାଳ ନିଦଟି ଭାଙ୍ଗୁନି ନାହିଁ ଅନ୍ୟ ଗତି କାମ ଡାକିଲାଣି । ଆଜି ରହିଯାଅ କହିଲା ଭାରିଜା କାହିଁକି କେଜାଣି ମନଟା ଅବୁଝା ବେଳ ଗଡ଼ିଲାଣି ଥାଉ ସାଜସଜା…

Continue Readingଶେଷ ନିଶ୍ୱାସ