Odia Poem Swachha Bharat (ସ୍ୱଚ୍ଛ ଭାରତ) by Ranjita Mishra

ସ୍ୱଚ୍ଛ ଭାରତ

ସ୍ୱପ୍ନ ଦେଖି ଥିଲେ ଗାନ୍ଧୀଜି ଏକ ସ୍ୱଚ୍ଛ ଭରତର ଅହିଂସା ତାଙ୍କର ମୂଳ ମନ୍ତ୍ର ସତ୍ୟ ତାଙ୍କ ଆଧାର ॥ ଆଜି ଯେ ତାଙ୍କ ଜନ୍ମ ଦିବସ ଏଇ ଉପହାର ଦେବା ନିଜେ ସ୍ୱଚ୍ଛ ରହିବା ଅନ୍ୟକୁ ବୁଝାଇବା ଆମେ ସ୍ୱଚ୍ଛତା ଆଡ଼କୁ ବଢ଼ିବା ॥ ସ୍ୱଚ୍ଛ ମନ ନେଇ ସ୍ୱଚ୍ଛତା ଭାବରେ ଦେଶ ପାଇଁ କାମ କରିବା ପ୍ରଗତିର ପଥେ ଅଗ୍ରସର ହୋଇ ଆମେ ନୂତନ ଆଲୋକ ପାଇବା ॥ ନିଜେ ସ୍ୱଚ୍ଛ ରହି ଚତୁଃପାର୍ଶ୍ଵକୁ…

ଅଧିକ ପଢ଼ନ୍ତୁ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା…

ଅଧିକ ପଢ଼ନ୍ତୁ
Odia Story Golapa (ଗୋଲାପ) by Ashish Kumar Swain

ଗୋଲାପ

ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା? କି କାନ୍ତି? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ…

ଅଧିକ ପଢ଼ନ୍ତୁ
Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ ଯାଇଥିବା ଚମରେ ଘୋଡ଼େଇ ହେଇ କୋଟରାଗତ ସେଇ ଆଖି ଯୋଡ଼ିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ । ସହରର ଚାକଚକ୍ୟ ମଧ୍ୟରେ ବଢ଼ି ଆସିଥିବା…

ଅଧିକ ପଢ଼ନ୍ତୁ
Odia Poem Swapnare Padachinha (ସ୍ୱପ୍ନରେ ପାଦଚିହ୍ନ) by Ashutosh Meher

ସ୍ୱପ୍ନରେ ପାଦଚିହ୍ନ

ଜୀବନ ବେଳାରେ କେତେ ଦୂର ବାଟ ଚାଲି ଆସିଲିଣି ମୁହିଁ, ପଛ ଲେଉଟାଣୀ ବେଳ ଯେ ହେଲାଣୀ ମନ ଅବା ବୁଝୁ ନାହିଁ । ନୀଳ ଦରିଆର ଅମୀୟ ଶୋଭାରେ ଜୀବନ ଯାଇଛି ଭୁଲି, ସୁଶୀତଳ ବାଆ ବାଟ କାଢ଼ି ନିଏ ସାଗର ତରଙ୍ଗ ମେଲି । ଏଇ ବେଳା କିଆଁ ଲାଗିଲା ମନରେ ପଛରେ କିଏ ମୋ’ ଆସେ, ଭୁରି ଭୁରି ବାସ ପ୍ରେମ ରଙ୍ଗେ ଅବା ସୁଗନ୍ଧ ଗଜରା ବାସେ । ବୁଲି ମୁଁ…

ଅଧିକ ପଢ଼ନ୍ତୁ