Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା ଆସିଯାଅ ଥରେ ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ ମୋର ଅଙ୍ଗେ ଅଙ୍ଗେ । ପୁଣି ଆସିଯାଅ କେବେ ହୋଇ ମେଘ ମହ୍ଲାର ବରଷି ଦିଅ ତୁମ ପ୍ରୀତି ପ୍ରଣୟ ସାଜିଯିବି ମୁଁ ଯେ ତୁମ ମନ ମୟୂରୀ ଆଉ ନାଚି ଉଠିବି ରାଗେ ତୁମରି । ହେବ ଯଦି ଆସିବକି କେବେ ହୋଇ ବସନ୍ତ ମଳୟ ତୁମ ସୁବାସରେ ହୋଇଯିବି ମୁଁ ଯେ ରୋମାଞ୍ଚିତ ଆସ ହୋଇ କେବେ ମଧୁର ସଂଗୀତ ମୂର୍ଚ୍ଛନା ଆଉ…

ଅଧିକ ପଢ଼ନ୍ତୁ
Odia Story Rough Khata (ରଫ୍ ଖାତା) by Chinmay Kumar Sahoo

ରଫ୍ ଖାତା

ଆଜି ବି ରାସ୍ତାରେ ପିଲାଟେ ବ୍ୟାଗ କାନ୍ଧେଇ ସ୍କୁଲ ଯିବାର ଦେଖିଲେ, କ୍ଷଣିକ ପାଇଁ କାନ୍ଧଟା ଆପେ ଆପେ ଭାରି ହେଇଯାଏ । ଆଖି ଆଗରେ ନାଚି ଉଠେ, ମନ ପସନ୍ଦର କାର୍ଟୁନ୍ ବା ସୁପର୍ ହିରୋଙ୍କ ପ୍ରିଣ୍ଟ ଥିବା ସେ ସ୍କୁଲ ବ୍ୟାଗ୍ ଆଉ ବ୍ୟାଗ୍ ଭିତରେ ସଜାଡ଼ି ହୋଇ ରହିଥିବା ବହି, ଖାତା ଓ ଜ୍ୟାମିତି ବାକ୍ସ । କିନ୍ତୁ ସେମାନଙ୍କ ଗହଳିରେ ଗୋଟାଏ ଖାତା ସହଜରେ ବାରି ହେଇ ପଡ଼େ । ହଁ ସମସ୍ତଙ୍କ ଠୁ ଟିକେ…

ଅଧିକ ପଢ଼ନ୍ତୁ
Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ… କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ ଆଉ ସୁନ୍ଦର ଦିଶିବଟି ବଗିଚାଟି !?? କେମିତି ବୁଝିବାକୁ ଇଚ୍ଛାହୁଏ ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ, ଏକା ଏକା ଚାଲି ଚାଲି…

ଅଧିକ ପଢ଼ନ୍ତୁ
Odia Poem Nishira Chithi (ନିଶିର ଚିଠି) by Sonali Sucharita

ନିଶିର ଚିଠି

ରାତି ଅଧାରୁ ବେଶି ସରିଗଲାଣି, କୁଆଁତାରା ବୋଧେ ଆଉ କିଛି ସମୟରେ ମୁହଁ ଦେଖେଇବ । ତୁମେ ପୁଣି ଅଧା ନିଦରେ ମୋ ନାଁ ନେଇ ଟିକେ ଖୁଜବୁଜ ହେବ । ଆଜି ଆଉ ଗପ କହିବିନି, ଆଜି ଖାଲି ଟିକେ କଥା ହେବା ଭାବିଛି । ଆମ ପ୍ରେମର ମୂର୍ଚ୍ଛନାରେ ଆହୁରି ବେଶି ବିଭୋର ହେବାକୁ ଇଚ୍ଛା ହେଉଛି । ଆଜି ସେଇ ଅଧା ଖୋଲା ଝରକାରୁ ଆକାଶର କାନଭାସ୍‌ରେ ଅଧାଅଙ୍କା ଜହ୍ନକୁ ଦେଖୁଥିଲି । ଜ୍ୟୋତ୍ସ୍ନା-ବିଧୌତା ନିଶି ଗାଢ଼ ହେଉଥିଲା ଆଉ…

ଅଧିକ ପଢ଼ନ୍ତୁ
Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସମ୍ପର୍କର ଉଷ୍ମତା

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ ପିତାର ପାପୁଲିଟି ତା’ ମସ୍ତକରେ ପାଇ ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ ମା’ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ ଲକ୍ଷ୍ମଣରେଖା ସତେ ମା’ର ସେ ଅଭୟ ବଳୟ ଲହୁ ଲୁହ ଲିଭିଯାଏ ପାଇ ତା’ର ଅମୂଲ୍ୟ ପରଶ । (୨) ହାତ ଗଣ୍ଠିରେ ମନ୍ତର ଜଳ ସୀମନ୍ତର…

ଅଧିକ ପଢ଼ନ୍ତୁ