Odia Story Bhinna Eka Gangster (ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍) by Deepak Sarangi

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିକିର ଆଖିରେ ଗୁଡ଼ା ହେଇଥିଲା ଗୋଟେ କଳା ପଟି । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ ଆଖିରେ ଗୁଡ଼ାହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କ’ଣ ସବୁ କଥା ହେଉଥିଲେ ଆଉ ହସୁଥିଲେ । ଭିକି ଯେଉଁ ନେତା ପାଖରେ କାମ କରୁଥିଲା ତାଙ୍କର କଡ଼ା ତାଗିଦ ଯେ ଭିକିକୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ କରି ଦିଆଯାଉ; କାରଣ କି ଏବେ…

ଅଧିକ ପଢ଼ନ୍ତୁ
Odia Poem Chalijiba Ame (ଚାଲିଯିବା ଆମେ) by Prashant Pradhan

ଚାଲିଯିବା ଆମେ

ଚାଲିଯିବା ଆମେ ଅଜଣା ରାଇଜେ ଗଢ଼ିବା ପ୍ରେମ ନଅର ସେଇ ନଅରରେ ଦେବି ମୁଁ ତୁମକୁ ସିନ୍ଦୂରର ଉପହାର ॥ ନୀଳ କୁରଞ୍ଜିକୁ ନୀଳଗିରି ଠାରୁ ତୋଳି ମୁଁ ଆଣିବି ସାଥି ଫୁଲର ଶେଜରେ ପ୍ରଣୟ ନିଶାରେ କଟିଯିବ ମଧୁରାତି ॥ ତଟିନୀ ମିଶିବ ନୀଳ ସାଗରରେ ସୃଷ୍ଟିର ଏଇ ନିୟମ ସୂର୍ଯ୍ୟମୁଖୀ ଆଉ ଦିବାକରଙ୍କର ଯେମିତି ଅମରପ୍ରେମ ॥ ହଜିଥିବ ତୁମେ ମୋ ବାହୁ ବନ୍ଧନେ ଋତୁଥିବ ମିଳନର ଆଙ୍କି ଦେଉଥିବି ଅଧରରେ ତୁମ ଦାଗ…

ଅଧିକ ପଢ଼ନ୍ତୁ
Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଏଇ ତ ଜୀବନ

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି? ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ । ସେଠି ସେ ଦିନ…

ଅଧିକ ପଢ଼ନ୍ତୁ
Odia Poem Jibanara Chauchhaka (ଜୀବନରେ ଚଉଛକ) by Ashutosh Meher

ଜୀବନରେ ଚଉଛକ

କେତେ ଚଉଛକ ପଡ଼ିବ ସତରେ ଜୀବନର ଚଲା ବାଟେ କେତେ ନୂଆଁ କେତେ ପୁରୁଣା ମୁହଁ ଯେ ଦିଶିବେ ଦୁନିଆଁ ହାଟେ । ହସ କାନ୍ଦ ଲୁହ ଭାବନାରେ ଭରା ଜଟିଳ କୁଟିଳ ପଥ ତାହାରି ଭିତରେ ବାହିବାକୁ ହେବ ଜୀବନ ସପନ ରଥ । ଚାଲୁ ଚାଲୁ ପୁଣି ପଥ ହୁଡ଼ିଯିବା ଅବାଟରେ ପାଦ ଥୋଇ ପ୍ରଭୂଙ୍କୁ ସୁମରି ସଜାଡ଼ିବା ଧାର ନିଜ ଅଜ୍ଞାନତା ଧୋଇ । ଜୀବନ ଏମିତି ଉଠାପକା ଖେଳ ଖୋଜିବାକୁ ସତ ବାଟ ଚଉଛକ ଦିଏ…

ଅଧିକ ପଢ଼ନ୍ତୁ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠ‌ଇ ଝଳି । ଶାଶ୍ଵତ ପ୍ରେମର ପ୍ରତୀକ ସାଜି କୁମୁଦକୁ ଚାହିଁ ଥାଅ ମିଳନ ଆଶାରେ ଦୂରେ ଥାଇ ତା’ ସୌନ୍ଦର୍ଯ୍ୟ ନିହାରୁ ଥାଅ । ଶିଶୁ ସନ୍ତାନ ଓଠେ ହସ ଦେଇ କେତେ ଆନନ୍ଦିତ ହୁଅ ମା’ର ମଧୁର ନାନାବାୟା…

ଅଧିକ ପଢ଼ନ୍ତୁ