✍ ଦ୍ଵିତୀୟ ସମ୍ପାଦକୀୟ
ମହାଶୟ/ମହାଶୟା, ପବିତ୍ର ଉତ୍କଳ ଦିବସରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏପରି ଏକ ମହାନ ତଥା ପବିତ୍ର ଦିନରେ ନବପଲ୍ଲବର ଦ୍ଵିତୀୟ ସଂସ୍କରଣକୁ ଟେକି ଦେଉଛୁ ଆପଣମାନଙ୍କ ହାତରେ । ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ଦ୍ଵିତୀୟ ସଂସ୍କରଣକୁ ଆଜିର ଦିନରେ ପ୍ରକାଶିତ କରି ଆମର ମହାନ ସଂସ୍କୃତି, ପରମ୍ପରା ତଥା ଭାଷାପ୍ରତି ଆମର ଉତ୍ତରଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିଛୁ ମାତ୍ର । ବର୍ଷ ବର୍ଷଧରି ଏ ଜାତି ଉପରେ ହୋଇ ଆସିଛି…