ସକାଳ
ସକାଳ

ସକାଳ

କଅଁଳିଆ କଞ୍ଚା ସୁନେଲି କୀରଣ ଲୁଚକାଳି ଖେଳୁଥାଏ ସେ ଅଧାଖୋଲା ଝରକାରୁ, କୋଇଲିର ମଧୁସ୍ୱର ତାଳେ ତାଳେ କିଛି ଅମାନିଆ ଶୀତଳ ପବନ ଛୁଇଁଯାଏ ଥକ୍କା ଦେହଟାକୁ ମୋର ସକାଳ, ତମେ ଆସିଲା ପରେ ପରେ... ସକାଳ ! ତୁମେ ଆସ…

Continue Reading
Close Menu