Odia Story Samajika Prani (ସାମାଜିକ ପ୍ରାଣୀ) by Ghanashyam Palei

ସାମାଜିକ ପ୍ରାଣୀ

ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ ଆସିଥିଲା ଅଦିନରେ ଘୂର୍ଣ୍ଣଝଡ଼ । ତାଣ୍ଡବ ରଚିଗଲା କିଛି କ୍ଷଣରେ । ରୋଡ଼ ଆକ୍ସିଡ଼େଣ୍ଟରେ ବାପା-ମାଆ ଦିହେଁ ଚାଲିଗଲେ ଅଫେରନ୍ତା ରାଇଜକୁ । ଚାରିଆଡ଼େ ଅନ୍ଧାର ଦିଶୁଥାଏ ଆଦର୍ଶକୁ । ନା ନିଜେ ନିଜ…

ଅଧିକ ପଢ଼ନ୍ତୁ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ’ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ । ମୋ ଦେଶର ଆମେ ବଡ଼ଭକ୍ତ ଦେଶ ମାତୃକାର ଆମେ ପୂଜକ, ଶତ୍ରୁ ଦମନ ସମୂଳେ କରିବୁ ଯୁଗେଯୁଗେ ଥିବ ଦେଶଟେକ । ହୃଦରେ ଭରିଛୁ ଦେଶ ପ୍ରେମ ମାତୃଭୂମି ପ୍ରତି ସମର୍ପଣ ଭାବ,…

ଅଧିକ ପଢ଼ନ୍ତୁ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ ଓ ସମ୍ପତ୍ତି ମଧ୍ୟେ ବହୁମୂଲ୍ୟ ରତ୍ନଟିଏ ସେ, ଅନ୍ତରଙ୍ଗ ସାଥୀ ଓ ଜୀବନର ଆଧାର ଆନନ୍ଦର ସ୍ରୋତଟିଏ ସେ । – ଅର୍ପିତା ମିଶ୍ର

ଅଧିକ ପଢ଼ନ୍ତୁ
Mata Pitankara Bhumika (ମାତା ପିତାଙ୍କର ଭୂମିକା) by Debabrat Das

ମାତା ପିତାଙ୍କର ଭୂମିକା

ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି । ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ…

ଅଧିକ ପଢ଼ନ୍ତୁ
Odia Poem Pratisruti Bikajae Sastare (ପ୍ରତିଶୃତି ବିକାଯାଏ ଶସ୍ତାରେ) by Sucharita Patra

ପ୍ରତିଶୃତି ବିକାଯାଏ ଶସ୍ତାରେ

ଦେହର କ’ଣ କ୍ଷୁଧା ଥାଏ !? ନା ମନ ତାକୁ ହିଂସ୍ର କରିଦିଏ? ଅନ୍ଧ କରିଦିଏ ଦୈତ୍ୟ ହେବାକୁ, ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି ପ୍ରତିଶୃତି ବିକାଯାଏ ଭରସା ପାଇଁ ନିଜର ସର୍ବସ୍ୱ ଦେଇ ଆଶ୍ଵସନା ପାଇଁ ଝାସ ଦେଇଥିଲେ ତିଳ ତିଳ କରି ନାରୀତ୍ୱ ବିସର୍ଜନ କରି ସୁଧରେ ଆଣେ ଅସଜଡ଼ା ସ୍ୱପ୍ନ ଅବା ସେ କି ଜାଣେ ଦିନେ ତା’ର ସୁଧ କରଜ ବନ୍ଧବାଡ଼ ଡେଇଁ ଅଭାବୀ ବିକ୍ରି ହେଇଯିବ ମୁଖା ଖସିଗଲେ…

ଅଧିକ ପଢ଼ନ୍ତୁ