Odia Poem Sapanara Saudagara (ସପନର ସୌଦାଗର) by Sandhyarani Dash

ସପନର ସୌଦାଗର

ଗହଳ ନିଦରେ ହୃଦ୍ ସ୍ପନ୍ଦନରେ କରି ଦେଲ ନୂଆ ଘର ଖରା ଛାଇ ମିଶା ଆଲୋକ ଭିତରେ ସପନର ସୌଦାଗର । କେବେ ପାଶେ ଥାଅ କେବେ ଦୂରେ ଦୂରେ ତୁମକୁ କି ଭୁଲି ପାରେ ତୁମ ପାଇଁ ମୋର ହୃଦୟ କୋଣଟି ଭରେ ନିତି ସପନରେ । ତଥାପି କାହିଁକି ବୁଝେ ନାହିଁ ମନ ମନେ ପଡ଼ ବାର ବାର । ମିଛ ପ୍ରତାରଣା କରେ ବାଟ ବଣା ସ୍ମୃତି ସବୁ ଅପାଶୋରା ମଧୁ ଶୋଷି ପୁଣି ଦୂରେ ଗଲ…

ଅଧିକ ପଢ଼ନ୍ତୁ
Odia Poem Tume Dekhaithila Swapna (ତୁମେ ଦେଖାଇଥିଲ ସ୍ୱପ୍ନ) by Sujata Dash

ତୁମେ ଦେଖାଇଥିଲ ସ୍ୱପ୍ନ

ତୁମେ ଦେଖାଇଥିଲ ସ୍ୱପ୍ନ ଭାଙ୍ଗିଦେଲ ଗୋଟିଏ କ୍ଷଣରେ ଯଦି ଭାଙ୍ଗିବାର ଥିଲା ତେବେ ଗଢ଼ିଥିଲ କାହିଁ ନା ମୋତେ ଭାଙ୍ଗିବା ଥିଲା ଉଦ୍ଦେଶ୍ୟ ତୁମର? ବିଶ୍ୱାସ ଥିଲା ତୁମେ ମୋର ମୁଁ ତୁମର ତୁମେ ସବୁବେଳେ ଅଛ ମୋ ସହିତ ସୁଖରେ ଦୁଖରେ ଛାଇ ଆଲୁଅରେ ଝଡ଼ଝଞ୍ଜାରେ ବି କେବେ ଛାଡ଼ିବନି ମୋ ହାତ । ସହଗାମି ଓ ମାର୍ଗଦର୍ଶୀ ହୋଇ ତୁମେ ନେବ ମୋତେ ଜୀବନର ପଥେ, ଚାଲୁଚାଲୁ ସେ ମାୟାଜାଲରେ ହେଲା ଅନୁଭୂତି ଜୀବନ ପଥେ…

ଅଧିକ ପଢ଼ନ୍ତୁ
Odia Poem Nari Tora Kete Rupa Kete Kahani (ନାରୀ ତୋ'ର କେତେ ରୂପ କେତେ କାହାଣୀ) by Gagan Kumar Panigrahi

ନାରୀ ତୋ’ର କେତେ ରୂପ କେତେ କାହାଣୀ

କେବେ ସିଏ ମାଆ କେବେ ସେ ଭଉଣୀ ଭିନ୍ନ ଭିନ୍ନ ରୂପ ଭିନ୍ନ ତା’ କାହାଣୀ ॥ ମାଆ ରୂପେ ସିଏ ମମତା ମନ୍ଦିର ଭଉଣୀ ରୂପରେ ଭାରି ହିତକର ॥ ବନ୍ଧୁ ରୂପେ ସିଏ ଭାରି ହାସ୍ୟମୟୀ ପ୍ରେମିକା ରୂପରେ ସଦା ଲାସ୍ୟମୟୀ ॥ ପୁତ୍ରୀ ରୂପେ ସିଏ ସ୍ନେହର ଆତୁର ତା’ର କୁନି ଓଠ ଖୁସିର ଭଣ୍ଡାର ॥ ଘରଣୀ ରୂପରେ ଗୃହ କାର୍ଯ୍ୟେ ବ୍ୟସ୍ତ କାର୍ଯ୍ୟାଳୟେ ମଧ୍ୟ ସିଏ ସିଦ୍ଧହସ୍ତ ॥ ଶିକ୍ଷୟିତ୍ରୀ…

ଅଧିକ ପଢ଼ନ୍ତୁ
Odia Story Nari (ନାରୀ) by Sunita Sethi

ନାରୀ

“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ । ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ, କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆଗମନ…

ଅଧିକ ପଢ଼ନ୍ତୁ
Odia Poem Gale Se Chali (ଗଲେ ସେ ଚାଲି) by Nibedita Nayak

ଗଲେ ସେ ଚାଲି

ସରନ୍ତା ନି କି ଏ ରେଳ ଧାରଣା ଅଟକି ଯାଆନ୍ତା କି ଏ ସମୟ ପୂରଣ ହେଇଯାଆନ୍ତା ଭାବନା ପାଖେ ରହି ଯା’ନ୍ତେ ମୋ ଆପଣା ।୧। ହୁଏ କାଇଁ ଅଧୈର୍ଯ୍ୟ ମନ ମୋର ଲାଗୁଛି ବୋଧେ ତାକୁ ବହୁତ ଡର ଦୁଃଖ କି ତା’ଠୁ ଦୂରେଇ ଯିବାର ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨। ପ୍ରଥମ ଦେଖରେ କଳ୍ପନା ଯାହା ଥିଲା କେଜାଣି କେବେ ତାହା ବଦଳିଗଲା ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର ସବୁ ଦୁଃଖ…

ଅଧିକ ପଢ଼ନ୍ତୁ