smruti-keun-eka-akuha-manara

ସ୍ମୃତି କେଉଁ ଏକ ଅକୁହା ମନର

ଦିନ ସରିଯାଇଥିଲା, ସକାଳର ଖରା ବି ଚାଲି ଯାଇଥିଲା, ତମେ ବସିଥିଲ ଶିମିଳି ଗଛର ତଳେ । ଜାଣେନା କ’ଣ ଗୋଟେ ଚିନ୍ତା ଆଉ ଭାବନାରେ ତମେ ହଜି ଯାଇଥିଲ । ପଛରୁ ବହୁତ ଡାକୁଥାଏ ମାନସୀ.. ମାନସୀ.. ହେଲେ ତମେ ଶୁଣୁ ନଥାଅ। ଭାବିଲି ପାଖକୁ ଯିବି, ଗଲି, ତମକୁ ହଲାଇ ଦେଲାରୁ ତମେ ହଠାତ୍ ଚମକି ପଡ଼ିଲ। ପଚାରିଲି କ’ଣ ହେଲା ମାନସୀ ? ଆଜି ଏତେ ଲେଟ୍ ହେଲାଣି,ତମେ ହଷ୍ଟେଲ ଫେରିନାହଁ ?…

ଅଧିକ ପଢ଼ନ୍ତୁ
Chakrabyuhara Abhimanyu

ଚକ୍ରବ୍ୟୁହରେ ଅଭିମନ୍ୟୁ

ସାମାନ୍ୟ କଷ୍ଟରେ କଡ଼ ଲେଉଟାଇଲା ସୁଭଦ୍ରା । ସେଇ ଖଟରୁ ହାତ ବଢ଼ାଇ ଝରକା ପରଦା ଟେକି ଖୋଲିଦେଲା । ସୂର୍ଯ୍ୟକିରଣ ସତେଜ ହୋଇଆସିଲାଣି । କେତେସମୟ ହେବଣି କେଜାଣି? ମୋବାଇଲ ଦେଖିଲା ଆଠଟା ବାଜିଲାଣି । ହଉ ସେମିତିରେ ତ’ ସେ ଛୁଟିରେ ଅଛି, ବ୍ୟସ୍ତହେବାର କିଛି ନାହିଁ । ପେଟ ଉପରେ ଧୀରେ ହାତ ବୁଲାଇ ଆଣିଲା । ଆଜି କାହିଁ ଟିକେ ଅଧିକା କଷ୍ଟ ହେଉଛି । ହେଲେ ଡାକ୍ତର ଦେଇଥିବା ତାରିଖ…

ଅଧିକ ପଢ଼ନ୍ତୁ
baishakhi

ବୈଶାଖୀ

ଉଦୁଉଦିଆ ଖରାବେଳ ! ସମୟ ପ୍ରାୟ ଦେଢ଼ଟା ହେବ । ଭଙ୍ଗା ସାଇକେଲ ଖଣ୍ଡେ ଧରି କଲେଜରୁ ଫେରୁଥାଏ ବୈଶାଖୀ । ରାସ୍ତାରେ ମନେ ମେନେ ଭାବୁଛି ଏ ଜୀବନଟା ଯେତିକି ସହଜ ସେତିକି ଜଟିଳ । ତା’ର ଏଇ ଭାବନା ଭିତରେ ସେ ରାସ୍ତାରେ ଭେଟିଛି ଜଣେ ବୁଢ଼ି ମାଉସିକୁ । ବୁଢ଼ି ମାଉସିଟି ଝୁଲା ମୁଣିଟିଏ ଧରିଛି ଓ ବାଙ୍କୁଲି ବାଡ଼ି ଖଣ୍ଡେ ଧରି ଧୀରେ ଧୀରେ ଚାଲି ଚାଲି ଯାଉଛି । ବୈଶାଖୀ…

ଅଧିକ ପଢ଼ନ୍ତୁ
ring-ceremony

ରିଙ୍ଗ ସେରିମନି

ଏଇ କିଛି ଦିନ ତଳର କଥା । ଯାହା ହେଲେ ବି ଛଅ କି ସାତ ବର୍ଷରୁ କମ ହେବନି । କାବ୍ୟା ସହ ମୋର ପରିଚୟ ସେତେବେଳୁ । ପରିଚିତ ବୋଇଲେ ସୋସିଆଲ ମିଡ଼ିଆରେ ଆଉ ତା’ ବି ଚାଟିଙ୍ଗ ଭିତରେ ହିଁ ସୀମିତ । ଯଦିଓ କେତେ ଥର କହିଛି ଥରେ ଅଧେ ଦେଖା କରିବାକୁ । ସେ ଦେଖିବା ସମୟ ଆସୁ କହିବି କହି ଏଡ଼ାଇ ଦିଏ । ଏମିତ କେତେ ଥର…

ଅଧିକ ପଢ଼ନ୍ତୁ
Chasama

ଚଷମା

ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍‌ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ…

ଅଧିକ ପଢ଼ନ୍ତୁ