You are currently viewing ପୃଥିବୀ କେବେ ନୁହେଁ ଆକାଶର
ପୃଥିବୀ କେବେ ନୁହେଁ ଆକାଶର

ପୃଥିବୀ କେବେ ନୁହେଁ ଆକାଶର

ପୃଥିବୀ କେବେ ନୁହେଁ ଆକାଶର…
ରାତ୍ରୀ କେବେ ନୁହେଁ ଦିବସର…
ବସନ୍ତ କେବେ ନୁହେଁ କୋଇଲିର…
ମଧୁ କେବେ ନୁହେଁ ଅଳିକର…
ତଥାପି ତାଙ୍କ ସମ୍ପର୍କ ଯୁଗଯୁଗର…
ଜାଣିଥିଲି ମୁଁ ତୁମେ ନୁହେଁ କେବେ ମୋ ନିଜର…
ହେଲେ ଆମର ସେଇ ପ୍ରେମ ସମ୍ପର୍କ ଯୁଗଯୁଗର…
ଥାଅ ପଛେ ଗୋ ତୁମେ ଯେତେ ଦୂରେ ଏଇ ଆଖି ନିତି ତୁମକୁ ଝୁରେ…

– ଅଜୟ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଜୟ କୁମାର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।