ସ୍ୱପ୍ନର ରାଜକୁମାର
ପ୍ରଥମ ଭାଗ – ସାମ୍ନା ଘର ଝରକା ଝରକାର ମରାମତି ହେବା, ପ୍ରତିଦିନ ଝରକା ଖୋଲିବା ଲୋକ ରାଜ କୁମାର ସାଜି ଆସି ରହିବା ଆଉ ମନ ପବନ ଘୋଡ଼ାରେ ନିଇତି ତାକୁ ପରୀ ରାଇଜଠାରୁ ଆରମ୍ଭ କରି ରାଜ ଉଆସ ବୁଲାଇବା ଯାଏଁ ସବୁକିଛି ସେ ଦେଖିଥିଲା । ଝରାକ ବନ୍ଦ ରହିଥିବା ସମୟରେ ପୁଣିଥରେ ଖୋଲିବା ସମୟକୁ ନିଇତି ଅପେକ୍ଷା କରିବା ଆଉ ଖୋଲିବାପରେ ସେ ସଜ ମେହେନ୍ଦୀଲଗା ହଳଦୀ ଗୁରୁଗୁରୁ ହାତ ଦୁଇଟିର…