ଆସିଛି ଏମିତି ବେଳ

ଆସିଛି ଏମିତି ବେଳ

ନିଜେ ସହି ଭୋକ ଶୋଷ ଯେଉଁ ଲୋକ ଦିଏ କାହା ପେଟ ପୂରେଇ ତା’ ହାତରୁ ଖାଇଥାଏ ଯେଉଁ ଲୋକ ଗୋଡ଼ରେ ବି ପାରେ ଖୁରେଇ ଏମିତି ହୋଇଛି ସମୟ ଏଇନେ କେହି କରେନାହିଁ ସ୍ବୀକାର ଉପକାରୀ ଯେତେ ଚିହ୍ନା ଲୋକଂକୁ କରୁଥାଏ ଧିକ୍‌କାର କଥା ତ ପଳାଏ ପବନରେ ଉଡ଼ି ଲେଖା ରହିଥାଏ ପଡ଼ି କେହି ମାନେନାହିଁ କାହାର ବୋଲ ଯେତେ ଛାଡ଼ିଲେ ବି ରଡ଼ି ଶିକ୍ଷା ଶାସନ ବିଚାର ସାହିତ୍ୟ ହେଲାଣି ଶବ୍ଦଖେଳ ଭାବନା…

ଅଧିକ ପଢ଼ନ୍ତୁ
ଅସଜଡ଼ା କଥା

ଅସଜଡ଼ା କଥା

ଅଜାଣତରେ ବି ଅସଜଡ଼ା କଥା ଦୈବାତ୍‌ ପାଟିରୁ ଖସି ଗଲେ, ସଦ୍‌ଭାବ୍‌ କେଉଁ ପ୍ରକାରେ ଜାଣିଛୁଁ, ବିଗିଡ଼େ ବେଶି ତେବେ ସୁଦ୍ଧା କେହି କହୁନାହାଂତି ମାପିଚୁପି କେଉଁ କଥା ସେଇଥିପାଇଁ ତ ଶୁଣୁଥିବା ଲୋକ ଭୋଗୁଥାଏ ହୀନସ୍ତା ରାଂଧିବା ବେଳେ ତ ଚାଉଳରୁ ଗୋଡ଼ି ବାଛି ଦେଇଥାଊଢ଼ଁ ଫିଂଗି କହିବା ବେଳକୁ ବଦଳାଉନାହିଁ ଥରେ ବି ବଚନ ଭଂଗି ଏତେ ବକ୍‌ବକ୍‌ ହେଉଥିଲେ ତ ପଡ଼େନାହିଁ ତାର ପ୍ରଭାବ ରଡ଼ି ଛାଡ଼ି ଖାଲି ଦାବି କରୁଥିଲେ ହଟି…

ଅଧିକ ପଢ଼ନ୍ତୁ
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି…

ଅଧିକ ପଢ଼ନ୍ତୁ
ଆଜି ଆଉ ଗୋଟେ ଅକ୍ଷିତୃତୀୟା

ଆଜି ଆଉ ଗୋଟେ ଅକ୍ଷିତୃତୀୟା

ମରୁଡ଼ି ହବ । ଅଜଣା ରୋଗ ମାଡ଼ି ଆସିବ । ନଦୀର ସ୍ରୋତ କମିବ । ଏ ସବୁ କିଛି କହିବାକୁ ଏ ଲେଖା ନୁହଁ । ଏ ପ୍ରସଙ୍ଗ କହିବ ୧୫୧ ବର୍ଷ ତଳର ଗଦା ଗଦା ପ୍ରମାଣ ଥିବା ଗୋଟେ ଇତିହାସର କଥା । ଖାଲି ଆଜି ଅକ୍ଷିତୃତୀୟା ବୋଲି ଅଣ୍ଟା ଭିଡ଼ିଚି ଠୋ ଫଟାସ କହି ଦେବାକୁ ସେଇ ପୁରୁଣା କଥା । ଖୋଲି ଦେବାକୁ ଅନାଲୋଚିତ ନୁହଁ ଅଳ୍ପାଲୋଚିତ ଇତିହାସର ପେଟେରା…

ଅଧିକ ପଢ଼ନ୍ତୁ
ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଚାଷୀ ଆଜି କରେ ପୂଜା ର ଆଳତୀ କ୍ଷେତ ଉପରକୁ ଯାଇ।। ରଥ ଗଢ଼ା କାର୍ଯ୍ୟ ଆରମ୍ଭ ହେବ ହେ ଧାଇଁ ଆସ ପଣ୍ଡା ଭାଇ.. ଛାଡ଼ ହେ ଫନୀକୁ ଡାକ ହେ ଜଗନ୍ନାଥଙ୍କୁ ଭଲରେ ଭଲରେ ରଥ କାମ ହେଉ ନ ଆସୁ ବାତ୍ୟା ନ ରହୁ ତାଣ୍ଡବ ଶ୍ରୀହୀନ ଶ୍ରୀକ୍ଷେତ୍ର ପୁଣି ଭରି ଉଠୁ ସବୁଜିମାରେ ପୁଣି ଥରେ ଖେଳୁ ସାଗର ହସି ହସି ନ ଶୁଭୁ କରାଳ ଗର୍ଜନ ସବୁ ଭକ୍ତଙ୍କ ଭିଡ଼…

ଅଧିକ ପଢ଼ନ୍ତୁ