ମରଣ କି ନ ଆସଇ

ମରଣ କି ନ ଆସଇ

ଜଗତରେ କେହି କିବା ରହିଛି ଅମର, ଦେବ ଦାନବ ମାନବ ଅବା ଚକ୍ରଧର । ମରଣ କି ନ ଆସଇ ପାତାଳେ ଲୁଚିଲେ, କେ ବଞ୍ଚିବ କର୍ମଫଳୁ ଯେତେ ଖଞ୍ଚକଲେ । ଜନ୍ମିଥିଲେ ଚକ୍ରଧର ରାମ ଅବତାରେ ଲୀଳା ଖେଳା ସାରି ପ୍ରଭୁ ବାହୁଡ଼ିଲେ ଖରେ । ଅମର କି ସେହି ପ୍ରଭୁ ସବୁଦିନ ପାଇଁ, ଜନମ ହୋଇଲେ ଦିନେ ମରଣ ଆସଇ । ଦିନେ କୃଷ୍ଣ ଜନ୍ମିଥିଲେ ମଥୁରା ନଗରେ, ବଢ଼ିଲେ ଗୋପପୁରରେ ନନ୍ଦ ରାଜା…

ଅଧିକ ପଢ଼ନ୍ତୁ
ଧନ

ଧନ

ମୁଢ଼ ମନ କହେ ଏ ଧରାରେ ଶ୍ରେଷ୍ଠ ଅଟେ ପାସେ ଥିଲେ ଧନ । ଧନ ଯେ ଅଟନ୍ତି ମୋହ ଶୋକ ଦୁଃଖ ଅଟେ ଅନିଷ୍ଟ କାରଣ । ବନ୍ୟା ପ୍ଳାବିତ ସ୍ରୋତସ୍ୱିନୀ ସଦା ତରଙ୍ଗ ପ୍ରସବ କରେ । ଧନ ଥିଲେ ମଧ୍ୟ ଚିନ୍ତା ସ୍ୱରୂପିଣୀ କନ୍ୟାକୁ ଯାତ କରାଏ । ଧନ ପୁଣି ନିଜ ପଦ ପ୍ରବାହରେ ସଦା ଚଞ୍ଚଳ ହୁଏ । ଦୁଗ୍ଧ ଯେସନେ ସର୍ପର ମସ୍ତକେ ବିଷ ବୃଦ୍ଧି କରି ଥାଏ…

ଅଧିକ ପଢ଼ନ୍ତୁ
ବାଲ୍ୟବିବାହ

ବାଲ୍ୟବିବାହ

ଆମ ସମାଜରେ ଝିଅଙ୍କୁ ଭାବନ୍ତି ପରିବାରର ଗୋଟେ ବୋଝ ତେଣୁ ବାଲ୍ୟକାଳୁ ବିବାହ ଦିଅନ୍ତି ନ ଭାବିକି ଆଗପଛ ॥ ବାପାମାଆ ଭାବନ୍ତି ବିବାହ ଦେଇକି ଦେଲେ ସେ କର୍ତ୍ତବ୍ୟ ସାରି ଜାଣି ପାରନ୍ତିନି ବାଲ୍ୟବିବାହଟା କେତେ ଯେ ଅନିଷ୍ଟକାରୀ ॥ ଖୋଲା ଆକାଶରେ ବୁଲିବା ଶିଶୁକୁ ଦିଅନ୍ତି ଶିକୁଳି ବାନ୍ଧି ସମ୍ପର୍କର ଅର୍ଥ ଜାଣିବା ପୂର୍ବରୁ ଦିଅନ୍ତି ବନ୍ଧନେ ଛନ୍ଦି ॥ ବାଲ୍ୟ ବିବାହଟା ଆମ ଦେଶ ପାଇଁ ଗୋଟିଏ ଅସାଧ୍ୟ ରୋଗ ତେଣୁ ଶିକ୍ଷା…

ଅଧିକ ପଢ଼ନ୍ତୁ
ବିଦେଶରେ ଭାରତୀୟଙ୍କୁ ସମ୍ମାନ

ବିଦେଶରେ ଭାରତୀୟଙ୍କୁ ସମ୍ମାନ

କିଛିମାସ ତଳେ ଏକ ଦଳ ସହ ୟୁରୋପ ଭ୍ରମଣରେ ଯାଇଥିଲି । ସମୁଦାୟ ୧୦ଟି ଦେଶ ବୁଲି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିଲୁ । ୪୮ ଜଣ ଯାତ୍ରୀ ବିଭିନ୍ନ ସହରରୁ ଦିଲ୍ଲୀରେ ଏକତ୍ରିତ ହୋଇ ଏୟାରଇଣ୍ଡିଆ ଫ୍ଲାଇଟ୍‌ରେ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ଲଣ୍ଡନ ସହରର ଲୋକସଂଖ୍ୟା ପ୍ରାୟ ଏକକୋଟି, ଭାରତର ପୂର୍ବତନ ଶାସକମାନଙ୍କ ସହର । ଏଠାରେ ଥିବା ଟେମ୍‌ସ ନଦୀ ଚଉଡ଼ାରେ ଦୀର୍ଘ ନୁହେଁ କିନ୍ତୁ ସ୍ରୋତସ୍ୱିନୀ । ତା’ର…

ଅଧିକ ପଢ଼ନ୍ତୁ
ଲାଲ୍ ପରୀ

ଲାଲ୍ ପରୀ

ସଞ୍ଜ ନଉଁନଉଁ ଆଈମା କୋଳରେ ବସି କାହାଣୀ ଶୁଣିବାକୁ ଭାରି ଭଲଲାଗେ । ଆଈ ସବୁବେଳେ କାହାଣୀରେ ବୁଢ଼ୀ ଅସୁରୁଣି କଥା ଓ ମଣ୍ଡାଖିଆ ଅସୁର କଥା କହେ । କିନ୍ତୁ ଥରେ ମୋ ଜିଦି ରଖିବାକୁ ଯାଇ ଆଈ ଲାଲ୍ ପରୀର କାହାଣୀ ଶୁଣେଇଲେ । ଆଈ କହୁଥିଲେ ଲାଲ୍ ପରୀ କୁଆଡ଼େ ଭାରି ସୁନ୍ଦରୀ ଥିଲା, ମନଖୋଲି ହସୁଥିଲା ଗାଉଥିଲା, ନାଚୁଥିଲା ଆଉ ଯେତେ ଇଛା ମନଭରି ଆକାଶରେ ଏ ରାଜ୍ୟରୁ ସେ ରାଜ୍ୟ…

ଅଧିକ ପଢ଼ନ୍ତୁ