Shatabdira Sankhanada

ଶତାବ୍ଦୀର ଶଙ୍ଖ ନାଦ

ବିପ୍ଳବୀ କବି ତୁମ କଲମ ଶାଣିତ, ମୂର୍ମୂଷେ ଭରି ଦିଏ ଉତ୍ତପ୍ତ ଶୋଣିତ । ଶତାବ୍ଦୀର ଶଙ୍ଖନାଦ ରବି ସିଂ ତୁମେ, ଭକ୍ତି ପୁଷ୍ପାଞ୍ଜଳୀ ଦେଇ ସୁଦୂରୁ ପ୍ରଣମେ । ଅସତ୍ୟ, ଅଧର୍ମ ପୁଣି ହେଉ ବା ନଗ୍ନତା, କବିତାରେ ରହୁଥିଲା କଟାକ୍ଷ ବାରତା । ନିଃସଙ୍ଗ ପଦାତିକ ଶ୍ରେଷ୍ଠ ଉପହାର, ବିଧର୍ମୀ ମାନବେ ଦେଲ ପାଜିର ପ୍ରହାର । ଚବିଶ ଘଣ୍ଟାରେ ଖାଲି କର ସିଂହାସନ, ଚରମ ପତ୍ର ତୁମକୁ ଦେଲି ଭଗବାନ । ପ୍ରତିଟି ଲେଖାରେ ଅଛି ଝଡ଼ର ସଂକେତ, ଗଢିବାର…

ଅଧିକ ପଢ଼ନ୍ତୁ
Biography of Utkala Gouraba Madhusudan Das (ଉତ୍କଳ ଗୌରବ ମଧୁସୂଦନ ଦାସ)

ଉତ୍କଳ ଗୌରବ ମଧୁସୂଦନ ଦାସ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର‌୍‌ ଆଗରେ ଥିଲା । ତାଙ୍କ…

ଅଧିକ ପଢ଼ନ୍ତୁ
Janlin Parida

ରଜ କୁଇନ୍ ଜାଙ୍କଲିନ୍ ପରିଡ଼ାଙ୍କ ସହ ମନଖୋଲା ଆଳାପ

୨୦୧୬ ମସିହାର ସାର୍ଥକ ଟିଭିରେ ପ୍ରସାରିତ ରିୟାଲିଟି ଶୋ ରଜ କୁଇନ୍‌ର ବିଜେତା ହୋଇଥିଲେ ଜାଙ୍କଲିନ୍ ପରିଡ଼ା । ପରବର୍ତ୍ତୀ ସମୟରେ ସେ ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ମୋ ଜେଜେମାରେ ରିୟା ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ଅଭିନୟ ସାଙ୍ଗକୁ ସେ ବିଭିନ୍ନ ଆଲବମ୍‌ରେ ଅଭିନୟ କରିଛନ୍ତି । ଏହି କଳାକାରଙ୍କୁ ଆମେ ପଚାରିଥିଲୁ କେତୋଟି ପ୍ରଶ୍ନ; ଚାଲନ୍ତୁ ଦେଖିବା ସେ ତା’ର ଉତ୍ତରରେ କ’ଣ କହୁଛନ୍ତି । ପ୍ରଶ୍ନ ୧. ଓଡ଼ିଆ ଦୂରଦର୍ଶନ ଦୁନିଆରେ ପ୍ରଥମ ଯମଜ କଳାକାର…

ଅଧିକ ପଢ଼ନ୍ତୁ
Download Shubhapallaba 11th Edition Now

୧୧ଶ ସଂସ୍କରଣ

Download Shubhapallaba 11th Edition Download Now ୩୫ଟି ଗଳ୍ପ, କବିତା, ଭ୍ରମଣକାହାଣୀ ଆଦିକୁ ନେଇ ପ୍ରକାଶ ପାଇଛି ଏହି ମାସର ଶୁଭପଲ୍ଲବର ୧୧ଶ ସଂସ୍କରଣ । Download 1st Edition Download 2nd Edition Download 3rd Edition Download 4th Edition Download 5th Edition Download 6th Edition Download 7th Edition Download 8th Edition Download 9th Edition Download 10th Edition Shubhapallaba English Portal

ଅଧିକ ପଢ଼ନ୍ତୁ
Asatya Nagar

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର ତୁମ ସୃଷ୍ଟିରେ… ଘୋଟି ଯାଇଛି ଅନ୍ଧକାର ! ମଣିଷ ବି ନିରୁଧିଷ୍ଟ ଆଜି, ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ ! ଅଣ୍ଡାଳି ଚାଲିଛି ମାନବ, ଟିକିଏ ଆତ୍ମା ସନ୍ତୋଷ ପାଇଁ । ଘୋର ଅନ୍ଧକାର ମଧ୍ୟରୁ, କାଳେ ଖୋଜି ପାଇବ ଟିକେ ଖୁସି । ସୁଖକୁ କାଇଁ କଲ ତୁମେ କ୍ଷଣସ୍ଥାୟୀ?…

ଅଧିକ ପଢ଼ନ୍ତୁ