Corona Virus

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ…

ଅଧିକ ପଢ଼ନ୍ତୁ
February Love

ଫେବୃଆରୀ ପ୍ରେମ

ଚାହୁଁ ଚାହୁଁ ସରିଗଲା ଜାନୁଆରୀ ବର୍ଷର ପ୍ରଥମ ମାସ, ନବ ବର୍ଷର ଶୁଭେଚ୍ଛା ପତ୍ର ସାଥେ କେତେ ଅଭିନ୍ଦନ ପୁଣି ଅତିତର ରାଗରୁଷା… କେତେ ପିକ୍ନିକ୍ କେତେ ଷ୍ଟଡିଟୁର ପୁଣି, କେତେ ମଜା ମସ୍ତି… ସବୁଥର ପରି ଫେବୃଆରୀ ଆସିଛି ପ୍ରେମ ଋତୁ ନେଇ… ଚକ୍ଲେଟ ପାଇଁକି ଅଡର୍ ଚାଲେ ଟେଡି ହୁଏ ମହଙ୍ଗା… ଫୁଲ ଦୋକାନରେ ଲମ୍ବା ଧାଡ଼ି ଲାଗେ ପାର୍କ ପୁଣି ବେଳାଭୂମିରେ, ପ୍ରେମିଙ୍କ ହୁଏ ଦେଖା… ପ୍ରମିଜ୍ କରନ୍ତି ପ୍ରମିଜ ଡେ’ରେ ପ୍ରେମ…

ଅଧିକ ପଢ଼ନ୍ତୁ
Mun Janena Tamaku

ମୁଁ ଜାଣେନା ତମକୁ

କିଏ ତମେ? ମୁଁ ଜାଣେନା ତମକୁ । ତମେ କେବେ ସତରେ ଆସିନ ମୋ ସାମ୍ନାକୁ ସାରା ଦୁନିଆ ଶୋଇଗଲା ପରେ ପଲକଟେ ପାଇଁ ଆସ ସ୍ୱପ୍ନକୁ । ତମ ନା ଜାଣେନା, ଜାଣେନା ଠିକଣା ତଥାପି ଚିହ୍ନା ଚିହ୍ନା ଲାଗ ମନକୁ କେବେ କେମିତି ମନେପଡ଼ିଗଲେ ସ୍ମିତହାସ୍ୟ ଉଙ୍କିମାରେ ଓଠରେ ପୁଣି ଲୁହ ଆସେ ଆଖିକୁ । ଭାବନାରେ ଭାବି ଭାବି କବିତାରେ ଆଙ୍କିଛି ତମକୁ ହେଲେ ପାଉନି ତମ ଛବି ଯାହା ଦେଖେଇବି ଏ‌ ଦୁନିଆକୁ । ଗର୍ବରେ, ସମ୍ମାନରେ…

ଅଧିକ ପଢ଼ନ୍ତୁ
Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ । -ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ –…

ଅଧିକ ପଢ଼ନ୍ତୁ
Premara Paribhasa

ପ୍ରେମର ପରିଭାଷା

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି?? ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ ପ୍ରେମ କରିବା…

ଅଧିକ ପଢ଼ନ୍ତୁ