ମୁଁ ନାରୀ
ଜନନୀ ଭଗିନୀ ମୁଁ ଅବିରତ ବୁହା ଗଙ୍ଗା ମୁଁ ବନରେ ରହି ବି ସୀତା ମୁଁ ଲକ୍ଷ୍ମୀ ଚଣ୍ଡୀ ଦୁର୍ଗା ମୁଁ ପେଟରେ ପାଳିବାବାଲା ମୁଁ ବିନାଶକାରିଣୀ ବି ମୁଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ॥ ମୋତେ କ’ଣ ବା ଜାଳିବୁ ତୁ ଜଳନ୍ତା ଆଗ୍ନେୟଗିରି ମୁଁ ॥ ଅବଳା ନୁହେଁ ସବଳା ମୁଁ ହଁ କଳ୍ପନା ଚାୱଲା ମୁଁ ॥ ହଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ଅଭିଶାପ ନୁହେଁ ବରଦାନ ମୁଁ ॥ – ସତ୍ୟବ୍ରତ…

