corona-virus-updates

କରୋନା ଭୂତାଣୁ ସମ୍ପର୍କରେ କିଛି ଜାଣିବା କଥା

କରୋନା ଭୂତାଣୁ ଉପରେ ଅନେକ ସ୍ଥାନରେ ଅନେକ ଚର୍ଚ୍ଚା ଚାଲିଛି, ଅନେକ ଗୁଜବ ମଧ୍ୟ ପ୍ରତ୍ୟେକଦିନ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଆସୁଛି । ସରକାରୀ ସ୍ତରରେ ମଧ୍ୟ ଅନେକ ସତର୍କତାମୂଳକ କଥା ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସରକାରୀ ସ୍ତରରେ ଜାରୀ ହୋଇଥିବା ସତର୍କତା ମୂଳକ କଥା ସବୁକୁ ମିଶେଇକି ଏହି ତଥ୍ୟଗୁଡ଼ିକୁ ଓଡ଼ିଆରେ ଲେଖୁଛୁ । ଆଶା କରୁଛୁ ଏହା ଏହି ଭୂତାଣୁକୁ ଭଲରେ ଜାଣିବାକୁ ସହାୟକ ହେବ । ୧) ଯେଉଁମାନେ ଏବେ ବାହାର ରାଜ୍ୟ/ଦେଶରୁ…

ଅଧିକ ପଢ଼ନ୍ତୁ
କୋରନା ଦୁଃଖ

କୋରନା ଦୁଃଖ

କୁଆଡ଼ୁ ମାଡ଼ି ଆସିଲା ଏ କୋରନା ଆମ ଜୀବନେ ଚାରିଆଡ଼େ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ ସଭିଙ୍କ ମନରୁ ହସ ଖୁସି ଛଡ଼େଇ ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ ଘରୁ ବାହାରିବାକୁ ଡର ଲାଗୁଛି ଯେମିତି ବନ୍ଦୀ ଜୀବନ ଘରେ କଟୁଛି ସବୁ କିଛି କାମ ସେମିତି ଆଗକୁ ପଡ଼ିରହିଛି ସମୟ ତା’ ବାଟରେ ଚାଲି ଯାଉଛି ଏମିତି ଜୀବନ ଲୋଡ଼ା ନାହିଁ ଆମ ସବୁ କିଛି ଭୟ, ଦୁଃଖର ହେଉ ଅବସାନ…

ଅଧିକ ପଢ଼ନ୍ତୁ
mahamari-corona

ମହାମାରୀ କରୋନା

ହଇରେ କରୋନା ତୁ ଏତେ ଅବୋଧ ହୋଇଲୁ ଠାକୁର ଦେଶରେ ଆସି ତୁ ଯେ ପ୍ରବେଶିଲୁ ଜଣାନାହିଁ ବୋଧେ ତତେ ଇଏ ଠାକୁର ଦେଶ ତା’ କୋପ ଦୃଷ୍ଟିରେ ଆଜି ତୁ ହୋଇବୁ ଶେଷ ମହାମାରୀ ନାମରେ ତୁ ବିଶ୍ୱର ପରିଚିତ ତୋ’ ପାଇଁ ଚିନ୍ତିତ ଆଜି ଏ ସାରା ଜଗତ ସଭିଙ୍କ ମୁହଁରେ ଦେଲୁ ତୁ ଯେ ପଟି ବାନ୍ଧି ନର ରାକ୍ଷାସ ହେବୁ ବୋଲି କରିଛୁ କି ସନ୍ଧି? ଗୋଡ଼େଇ ଗୋଡ଼େଇ ଖାଇଲୁ ତୁ…

ଅଧିକ ପଢ଼ନ୍ତୁ
CoronaVirus

କରୋନା ପାଇଁ ସତର୍କ ଘଣ୍ଟି

ଯଦି ଆପଣମାନେ ସାଙ୍ଗମାନଙ୍କ ସହିତ ବୁଲୁଛନ୍ତି, ରେଷ୍ଟୁରାଣ୍ଟକୁ ଯାଉଛନ୍ତି, ଏବଂ ଭାବୁଛନ୍ତି କରୋନା କିଛି ନୁହେଁ, ତେବେ ସଜାଗ ହେବା ଆରମ୍ଭ କରିଦିଅନ୍ତୁ । ଆଉ ହଁ ଏହି ନିମ୍ନଲିଖିତ ପ୍ରସଙ୍ଗଟି ନିଶ୍ଚିତ ରୂପେ ପଢ଼ନ୍ତୁ, ଯାହାକି ଜଣେ ଇଟାଲୀୟ ନାଗରିକଙ୍କ ଲେଖାର ଅନୁବାଦ ଅଟେ । “ପୃଥିବୀବାସୀ, ତୁମମାନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ ଯେ ତୁମ ପାଖକୁ କ’ଣ ଆସୁଛି?” (ଥେନସ୍ ଆସୁଛି…. ନା, ତା’ଠାରୁ ବି ଭୟଙ୍କର ହେଇପାରେ ଏହି ଘଟଣା ।) “ଯେହେତୁ ସମସ୍ତେ ଜାଣନ୍ତି,…

ଅଧିକ ପଢ଼ନ୍ତୁ
ନାରୀ ବନ୍ଦନା

ନାରୀ ବନ୍ଦନା

ସରିଛି ଏବେ ନାରୀ ବନ୍ଦନା ପୁଣି ଶୁଭିଲାଣି ତା’ର କାନ୍ଦଣା, କେଉଁଠି ବିଷ ତ କେଉଁଠି ହଣା ଗୃହ ବନ୍ଦୀ ସିଏ ମନା ଅଗଣା ॥ ଦିନ ଦ୍ୱିପହରରେ ହୁଏ ଧର୍ଷିତା ଜଳେ ପୁଣି ତା’ର ଚିତା ଜୀଅନ୍ତା, ଯୌନ ପିପାସୁ ବା ସେ ନରହନ୍ତା ବର୍ତ୍ତନ୍ତି ନାହିଁ ବି କୋଳ ଖେଳନ୍ତା ॥ ନାରୀର ମାନେ ଏଠି ଯାତନା ଅଭିଶପ୍ତ ସେ ମନା ଯୋଚ୍ଛନା, ନ୍ୟାୟର ମାନେ ଦୀର୍ଘ ପ୍ରତୀକ୍ଷା ନିଶ୍ଵାସ ବି ହାରେ କରି ଅପେକ୍ଷା ॥ ଗୁମୁରି…

ଅଧିକ ପଢ଼ନ୍ତୁ