ମୟୂର ଚନ୍ଦ୍ରିକା

ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ…

ଅଧିକ ପଢ଼ନ୍ତୁ

ଜନ୍ମାଷ୍ଟମୀ

ମହାଭାରତରେ କିଏ ଶ୍ରେଷ୍ଠ ବୋଲି ଗଦା ଆଉ ଧନୁ ଝଗଡା କରୁକରୁ ସୁଦର୍ଶନଟା ପଛରେ ଚୁପ୍ ଚାପ୍ ହସୁଥିଲା । ପ୍ରେମରେ ଗୋପପୁର, ସମ୍ପର୍କରେ ରାଧା, ରାଜନୀତିରେ ମଥୁରା, ବନ୍ଧୁତାରେ ସୁଦାମା, କ୍ଷମାରେ ଶିଶୁପାଳ, କୂଟନୀତିରେ ମହାଭାରତର ଉଦାହରଣ ସୃଷ୍ଟି କରିଥିବା ପୁରୁଷ ସେ । ଯାହାଂକ ଜୀବନର ପ୍ରତିଟି ମୂହୁର୍ତ୍ତ କର୍ମରେ ବିମଣ୍ଡିତ ତାଂକର ଜନ୍ମତିଥିର ସମସ୍ତଂକୁ ଅଭିନନ୍ଦନ । ଆଉ ହଁ, ସେମାନଂକୁ ମଧ୍ଯ ଅଭିନନ୍ଦନ ଯେଉଁମାନେ ଏ କର୍ମର ମାହାତ୍ମ ବୁଝି ନ…

ଅଧିକ ପଢ଼ନ୍ତୁ
ପ୍ରଥମ ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା (Pandit Gopinath Nandasharma)

ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

୧୮୯୬ ମସିହାରେ ଓଡ଼ିଆ କଲେଜ ଖଣ୍ଡ ବିଖଣ୍ଡିତ ଓଡ଼ିଶାରେ ମାତ୍ର ଥିଲା ତିନି ଗୋଟି । ମାଡ୍ରାସ ପ୍ରେସିଡେନ୍ସ ଅଧୀନରେ ଥିଲା ରାଜାସ୍ କଲେଜ । ସେତେବେଳେ ଏଫ୍.ଏ ଖସଡ଼ାରେ ଥିଲା “ଜାନକୀ ପରିଣୟ” । ଓଡ଼ିଆ ଭାଷାରେ ଅନୁବାଦିତ ନ ହୋଇଥିବା ଯୋଗୁଁ ପିଲେ ଅନ୍ୟ ପୁସ୍ତକ ପଢ଼ୁଥିଲେ । ଦିନେ କ୍ଳାସ୍ସ ସାରି ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଫେରନ୍ତେ ଗିଡୁଗୁ ରାମମୂର୍ତ୍ତି ଏବଂ କିଛି ତେଲୁଗୁ ଅଧ୍ୟାପକ ଥଟ୍ଟା କରି କହିଲେ,…

ଅଧିକ ପଢ଼ନ୍ତୁ
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବିଷ୍ଣୁ ପରିବାରରେ, ସେଥିପାଇଁ ସେ ବିଷ୍ଣୁ ମନ୍ଦିର ଦର୍ଶନରେ ଯାଇ କିଛି ସମୟ କଟାଉ ଥିଲେ । ମହାତ୍ମାଙ୍କ ମାତୃ ପିତୃ ବିୟୋଗ ପରେ ସେ ଭୂତ ପ୍ରେତରେ ବିଶ୍ୱାସ ରଖି ଅନେକ ସମୟରେ ଡରୁଥିଲେ । ତାଙ୍କ ଗୃହରେ ଥିବା ଜଣେ ଧାଈ ଗାନ୍ଧୀଙ୍କୁ କହିଲେ, “ରାତିରେ ରାମ ନାମ ଜପି ନିଦ୍ରା ଗଲେ ଭୟ ସଞ୍ଚାର ହେବନାହିଁ ।” ତାଙ୍କ କଥାକୁ ପାଥେୟ କରି ନିଦ୍ରା ସମୟରେ ରାମ ନାମ…

ଅଧିକ ପଢ଼ନ୍ତୁ
ରହସ୍ୟମୟ ଦାରୁବ୍ରହ୍ମ

ରହସ୍ୟମୟ ଦାରୁବ୍ରହ୍ମ

ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ ବିରାଜିଛ ନୀଳମଣି ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା ସଙ୍ଗେ ଧରି ହଳପାଣି । (୧) କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ ହୋଇଅଛ ରୂପବନ୍ତ ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ କରୁଛ ଲୀଳା ଅନନ୍ତ । (୨) ଭକତ ବତ୍ସଳ ତୁମେ ଭାବଗ୍ରାହୀ ଉତ୍କଳର ଗଣ୍ଠିଧନ ତୁମରି ଭାବରେ ବିହ୍ବଳିତ ଆଜି ସବୁ ଓଡ଼ିଆଙ୍କ ମନ । (୩) ଜାତି, ଧର୍ମ, ଭେଦଭାବରୁ ଉର୍ଦ୍ଧ୍ବରେ ତୁମରି ଶରଧାବାଲି ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ…

ଅଧିକ ପଢ଼ନ୍ତୁ