ବେଳେବେଳେ
ବେଳେବେଳେ ଆଉକା’ ଇଚ୍ଛାରେ ଇଚ୍ଛା କରି ଜୀଇଁବାକୁ ହୁଏ, ବେଳେବେଳେ କାହା ମନ ବୁଝି ମନ ନେଇ ଚଳିବାକୁ ହୁଏ । (୦) ଜୀବନ ତ ଏକ ମରୁର ବୁକୁରେ କଣ୍ଟା ଗଛଟିଏ ପରି, କେତେ ଝଡ଼ ଝଞ୍ଜା ଆସି ଚାଲିଯିବ ଜୀବନ ଯିବନି ହାରି, ବେଳେବେଳେ ଆଉକା’ ସ୍ୱପ୍ନକୁ ନିଜ ସ୍ୱପ୍ନ ଭାବିବାକୁ ହୁଏ । (୧) ଜୀବନ ତ ଏକ ପ୍ରେମ, ବିରହର ସୁଖ-ଦୁଃଖ ଚଲାପଥ, ବନ୍ଧୁର ରାସ୍ତାକୁ ପ୍ରେମ ଶ୍ରମ ଦେଇ କରିହେବ କୁସୁମିତ, ବେଳେବେଳେ…

