Odia Poem Haere Thakura (ହାଏରେ ଠାକୁର) by Dr Sachin Sarangi

ହାଏରେ ଠାକୁର

ସତରେ କ’ଣ ତୁ ଜାଣିନୁ ମୋ ମନର ଅବିଶ୍ରାନ୍ତ କୋହକୁ ଆଉ ତୋ’ ପ୍ରତି ଅହେତୁକ ଆବେଗକୁ; ଅବୁଝାର ମନ ନେଇ ଖାଲି ବୁଝିବାର, ଖାମ୍‌ଖିଆଲି ଢଙ୍ଗରେ ବଲ ବଲ ଚାହିଁ ଥାଉ ସତେ ଯେମିତି, ସବୁ କିଛି ବୁଝିଛୁ ଆଉ ବୁଝି ସାରି, ସବୁ କିଛି କରୁଛୁ । ସେଦିନ ମୁଁ କ’ଣ, ଭୁଲ କରିଥିଲି? ମୋ ଡାକ ନ ଶୁଣି, ମୋ ମନକୁ ଠିକରେ ନ ପଢ଼ି ଏତେ ବଡ଼ ପାହାଡ଼ ପରା ବୋଝ ମୋ…

ଅଧିକ ପଢ଼ନ୍ତୁ
Odia Story Parijata (ପାରିଜାତ) by Abha Pradhan

ପାରିଜାତ

– ହେ ଅଥର୍ବ ! ଆଜି ଦିନଟା । ମୁଁ ଟିକେ ପାର୍ଲର୍ ଯିବି, ଡେରି ହେଇଯିବ । କାଲିର ସକାଳ ପ୍ରୋଗ୍ରାମ ପାଇଁ ସବୁ ସରିଯାଇଛି, ତୁ ଖାଲି ଫାଇନାଲ୍ ଟଚ୍ ଦେଇଦବୁ । – ଆଜ୍ଞା ମୋନା… ଡାର୍ଲିଂ… – ତୁ କେତେ ଭଲ କହିଲୁ ମୋ ସୁଇଟ୍ ବ୍ରୋ । – ନିଜ ଫାଇନାଲ୍ ଟଚ୍ ନିଜେ ଦେ । ପାର୍ଲରରେ କ’ଣ ମୋ ଭିଣେଇ ଭାଇ ବସିଛନ୍ତି? – ତତେ ରାଗିବା କିଏ ଶିଖେଇଲାରେ ! ଆଚ୍ଛା ଶୁଣ ! ଆଉ କେହି…

ଅଧିକ ପଢ଼ନ୍ତୁ
Odia Poem Mun Je Abhinaya Karuthili (ମୁଁ ଯେ ଅଭିନୟ କରୁଥିଲି) by Subhankar Satapathy

ମୁଁ ଯେ ଅଭିନୟ କରୁଥିଲି

ଜୀବନ ଯୌବନ ପ୍ରକୃତିର ଖେଳ, ବୃଦ୍ଧ ଅବସର ନେଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । କୈଶୋର ନଦୀକୂଳ ଲଙ୍ଘୁ ଥିଲା, ବଳ ଯେତେ ସାଇତିଲି । ପରାକ୍ରମର ଦ୍ୱାହି ଦେଇକି, ଅହଂକାରେ ବୁଡ଼ିଗଲି । ସ୍ୱାର୍ଥ ପର ମୋର ମନକୁ ନେଇକି, ମିଛ ମୁଁ କହି ଚାଲିଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । ପାଷାଣ ପରିକା ହୃଦୟ ମୋହର, ଅନ୍ୟାୟ କେତେ ଦେଖିଲି । କ୍ରୁରତା ମନକୁ ମାପ କାଠି…

ଅଧିକ ପଢ଼ନ୍ତୁ
Odia Bhajan He Prabhu Kala Thakura (ହେ ପ୍ରଭୁ କଳା ଠାକୁର) by Sudhanshu Shekhar Patra

ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର ବ୍ରହ୍ମାଣ୍ଡ ଗୋସାଇଁ ତମ ଆଖିରେ ଅଲୋଡ଼ା ହେଲି କାହିଁ ପାଇଁ? ଆଜନମ ଦୁଖୀ ହୋଇ ଲୁହରେ ଭାସୁଛି ମରଣ ହେଉନି କିଆଁ ସେ କଥା ଭାବୁଛି । ନିନ୍ଦା-ଗାଳି-ବାଦ-ଅପବାଦ ପୁଞ୍ଜି କରି ଏତେବଡ଼ ଦୁନିଆରେ ଚାଲିବି କିପରି? ଯୁଆଡ଼େ ଦେଖୁଛି ମୁହିଁ ସେଆଡ଼େ ଅନ୍ଧାର କିଏ ତ ପାଖରେ ନାହିଁ ହେବାକୁ ନିଜର । ମନ ଅଶାନ୍ତ ପସରା ହୃଦୟ ଜଳଇ ଉଦ୍ଧାରି ଧର ସାଆନ୍ତେ ଶରଣ ପଶଇ । – ସୁଧାଂଶୁ ଶେଖର ପାତ୍ର

ଅଧିକ ପଢ଼ନ୍ତୁ
Odia Story Kalajai (କଳାଜାଇ) Swarup Kumar Nayak

କଳାଜାଇ

“ତମେ ଏଇ ପେପର୍‌ଟା ଧରି କ’ଣ ବସିଗଲ ଯେ ! କାଲି ପରା ରାତିରେ କଥା ହେଇଥିଲା ମୋର ଆଜି ରୋଷେଇ ବନ୍ଦ, ତମେ ରବିବାର ସ୍ପେଶାଲ୍ ବନେଇବ !! ବଜାର ନଯାଇ ସକାଳୁ ପେପର୍ । କି ପୁର ପଶିଛି କେଜାଣି ସେଇ ପେପର୍‌ରେ ।” ପେପର୍ ଟାଣିନେଇ ଜୟ ସାମ୍ନାରେ ଅଣ୍ଟାରେ ହାତ ଦେଇ ଠିଆ ହେଇପଡ଼ିଲା ଆଶା । “ଏମିତି ଶକ୍ତିମାନ ଭଳିଆ କ’ଣ ଠିଆ ହେଇ ପଡ଼ିଲ ଯେ? ଦିଅ ପେପର୍, ଗପଟା ଅଧା ପଢ଼ିଛି ପରା ! ଖାଲି…

ଅଧିକ ପଢ଼ନ୍ତୁ