Odia Poem Dukha Bi Emiti (ଦୁଃଖ ବି ଏମିତି) by Tapan Kumar Sahu

ଦୁଃଖ ବି ଏମିତି

ଏବେ କେହି କହିଲା ଶୁଣୁଛି ମୁଁ ଦେବ ଦହନାର ପ୍ରେମରେ ଆମ ଗାଁ ରାସ୍ତା ବେଶ ଚଳଚଞ୍ଚଳ ହେଇ ଉଠୁଛି ॥ ଲୁଟା ଗଦାର ନିର୍ବାକ ପ୍ରେମିକ ବି କୁନ୍ଥେଇ ଶୋଇପଡ଼ିଛି ସକାଳ ପାହିବା ବେଳକୁ ନା ଥିବ ମୁକ୍ତା ନା ମୁକ୍ତିର ଭୟ ॥ ଭୂଇଁ ଲିମ ଲତାଟା କେଜାଣି ହଜିଛି ଯେ ହଜିଛି ତାକୁ ବା କାହାର ଭୟ ଖୋଜା ଚାଲିଛି କଟୋକୁଆଳି ରାମ୍ପୁଡ଼ା ହେବ ଫୁଲ ଦେହ ଟିକିଏ ପ୍ରେମ ପାଇଁ କିଛି…

ଅଧିକ ପଢ଼ନ୍ତୁ
Odia Story Danda (ଦଣ୍ଡ) by Soumya Priyadarsini Rath

ଦଣ୍ଡ

ମୋତେ ଖରାବେଳେ ଜମା ନିଦ ହୁଏନି । ଛୁଟି ବେଳେ ଘରେ ଥିଲେ ମା’ ବାହାର ଗ୍ରୀଲରେ ତାଲା ମାରି ଆରାମରେ ଶୋଇପଡ଼େ । ବାପା ଅଫିସ ଯାଇଥାନ୍ତି ଆଉ ମୋ’ ଭାଇଟା ବି ଏତେ ଅଳସୁଆ ଯେ, ଖେଳିବାକୁ କହିଲେ ଠିକ୍ ଅଧା ଘଣ୍ଟା ପରେ ହାଇ ମାରିବ ଆଉ ମା’ ପାଖକୁ ପଳେଇବ ଶୋଇବାକୁ । ଏଥର କିନ୍ତୁ ଲମ୍ବା ଖରା ଛୁଟିରେ ଆମେ ଆଈ ଘର ଗାଁ’କୁ ଆସିଛୁ । ବିରାଟ ଖଞ୍ଜାପରି ଘର ଆଈର । ପୁଣି ପଛପଟରୁ…

ଅଧିକ ପଢ଼ନ୍ତୁ
Odia Poem on Akshaya Trutiya (ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା) by Mamata Sahu

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ମହାନ ପରବ କୃଷି ଭିତ୍ତିକ ଓ ଧାର୍ମିକ ପର୍ବ ସେ ଗଣା ଶ୍ରେଷ୍ଠ ପର୍ବ ଭାବ ॥ ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ ଏହି ପର୍ବଟି ପାଳିତ ସତ୍ୟ ଯୁଗର ପ୍ରଥମ ଦିବସ ବୋଲି ରହିଚି କଥିତ ॥ ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ ଚନ୍ଦନ ଯାତରା ହୁଏ ମହାପ୍ରଭୁ ଜଗନ୍ନାଥଙ୍କର ରଥ ନିର୍ମାଣ ଆରମ୍ଭ ହୁଏ ॥ ଏହି ଦିନଟିରେ କୃଷକ ଭାଇ ଯେ କରେ ମୁଠି ଅନୁକୂଳ…

ଅଧିକ ପଢ଼ନ୍ତୁ
Corona Kichhi Katha Kichhi Byatha (କୋରୋନା: କିଛି କଥା କିଛି ବ୍ୟଥା) by Champakeswar Mahanta

କୋରୋନା: କିଛି କଥା କିଛି ବ୍ୟଥା

ଯିବା ପାଇଁ ବାଟ ନାହିଁ ତଥାପି ବି, ପାଦ ଥକେ ହେଲେ ରାସ୍ତା ସରେ ନାହିଁ ରାତିର ଅନ୍ଧାର ସହ ଆଶା ବି ମିଳାଏ ବୁକୁଫଟା କୋହ ମନକୁ ଭିଜାଏ ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ ମୁଁ ଦାଦନ ଶ୍ରମିକ !… ହଜାରେ ମାଇଲ ଚାଲି ପ୍ଲାଷ୍ଟିକ ଚପଲ ବି କାନ୍ଦେ ଫୋଟକା ପାଦର ଜ୍ଵାଳା ଅଧାଖିଆ ପେଟ ଶୁଖା ବିସ୍କୁଟ ଖଣ୍ଡେ ଆଉ ପାଣି ମୁନ୍ଦେ ଦାଣ୍ଡରେ ଦେଖିଲେ କବାଟ ପଡ଼େ ସତେ କି ସେ…

ଅଧିକ ପଢ଼ନ୍ତୁ
Odia Poem Jeje Maa (ଜେଜେ ମା’) by Lipsi Jena

ଜେଜେ ମା’

ଚମ ଧୁଡ଼ୁ ଧୁଡ଼ୁ ପାଟିରେ ପାନ ଆଖିରେ ଐନକ ହାତରେ ଧରିଛି ବଙ୍କୁଲି ବାଡ଼ି ମୋ ଜେଜେ ମା’କୁ ଦେଖ । ସକାଳେ ପାଣି ଚୋଉଁରା ମୂଳେ ସଞ୍ଜରେ ଭାଗବତ କଥାରେ କଥାରେ କହିବୁଲୁ ଥାଏ ଜୟ ଜୟ ଜଗନ୍ନାଥ । ଶାଢ଼ୀ କାନିରେ ବାନ୍ଧି ରଖିଛି ବିଧି ବିଧାନ ଯେତେ ଢଗ ଢମାଳି ଶାସ୍ତ୍ର ପୁରାଣ ଅଣ୍ଟିରେ ଖୋସିଛି କେତେ । ଗପ ପସରା ଖୋଲି ବସିଲେ ପଡ଼େ ନିଅଣ୍ଟ ରାତି ପିଲା ଛୁଆଙ୍କ ମେଳ ମଝିରେ କହେ କାହାଣୀ…

ଅଧିକ ପଢ଼ନ୍ତୁ