Odia Poem Kartika Maha Panchuka (କାର୍ତ୍ତିକ ମହା ପଞ୍ଚୁକ) by Prakash Meher

କାର୍ତ୍ତିକ ମହା ପଞ୍ଚୁକ

ପଞ୍ଚ ଦିନ ପ୍ରଭାତରୁ ସ୍ନାନ ସାରି ତୁରିତେ ଲୟ ରଖ ମନ କୃଷ୍ଣ ପାଦେ । ଭାଗବତ ଗାନ କର ଜଗନ୍ନାଥଙ୍କୁ ସୁମରି ପ୍ରଭୁ କୃପା ଲଭିବୁ ତେବେ ॥ ତୁଳସୀ ଦେବୀଙ୍କୁ କମଳେ କର ଜଳ ଦାନ କୃପା କରିବେ ହେ ନାରାୟଣ । ଚକ୍ରଧାରୀ ଲକ୍ଷ୍ମୀକାନ୍ତ ପାପ କର ନାଶନ ତବପଦ୍ମ ଯୁଗଲେ ମୋର ଧ୍ୟାନ ॥ ସନ୍ଧ୍ୟା ସମୟେ ଦୀପ ଜାଳି ତୁଳସୀ ମୂଳେ ସନ୍ଧ୍ୟା ସୁମରି ଯାଉ ଦିନ ମଙ୍ଗଳେ । ପବିତ୍ର କାର୍ତିକେ ତୁଳସୀ…

ଅଧିକ ପଢ଼ନ୍ତୁ
Odia Poem Itihas (ଇତିହାସ) by Jagan Behera

ଇତିହାସ

ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ… ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ… ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା ଭଳି । ଇଚ୍ଛା ହୁଏ ଫେରି ଯାଆନ୍ତି କି ସେଇ ବଳଦ ବୁହା ଶଗଡ଼ର ଅତୀତକୁ… ଯେଉଁଠି ନା ଥା’ନ୍ତା ଏ ଯାନବାହାନର କର୍କଶ ଶବ୍ଦ ଆଉ ଲୁହ ଲହୁର ଦୁର୍ଘଟଣା… ନା ଥା’ନ୍ତା ରେଳଗାଡ଼ି…

ଅଧିକ ପଢ଼ନ୍ତୁ
Odia Poem Chalaghara (ଚାଳ ଘର) by Chittaranjan Barik

ଚାଳ ଘର

ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା’ ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା’ ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା’ ସୁବର୍ଣ୍ଣ ନଡ଼ାର ମୁକୁଟ । ଲୋଡ଼ା ନାହିଁ ମୁକୁତା, ରତ୍ନପଥର ଓ କୋହିନୂର ମଣି, ବାସ୍ କେଇ ଖଣ୍ଡ ବାଉଁଶ, ଶେଣି କାଣ୍ଡ ଆଦି କରିପାରେ ତା’ ମସ୍ତକ ଛାଉଣି । ଲୋଡ଼ା ନାହିଁ ସୁନାର ଚାଦର ତୋଳିବାକୁ ତା’ କିରୀଟ, ମାତ୍ର…

ଅଧିକ ପଢ଼ନ୍ତୁ
Odia Poem Swachha Bharat (ସ୍ୱଚ୍ଛ ଭାରତ) by Ranjita Mishra

ସ୍ୱଚ୍ଛ ଭାରତ

ସ୍ୱପ୍ନ ଦେଖି ଥିଲେ ଗାନ୍ଧୀଜି ଏକ ସ୍ୱଚ୍ଛ ଭରତର ଅହିଂସା ତାଙ୍କର ମୂଳ ମନ୍ତ୍ର ସତ୍ୟ ତାଙ୍କ ଆଧାର ॥ ଆଜି ଯେ ତାଙ୍କ ଜନ୍ମ ଦିବସ ଏଇ ଉପହାର ଦେବା ନିଜେ ସ୍ୱଚ୍ଛ ରହିବା ଅନ୍ୟକୁ ବୁଝାଇବା ଆମେ ସ୍ୱଚ୍ଛତା ଆଡ଼କୁ ବଢ଼ିବା ॥ ସ୍ୱଚ୍ଛ ମନ ନେଇ ସ୍ୱଚ୍ଛତା ଭାବରେ ଦେଶ ପାଇଁ କାମ କରିବା ପ୍ରଗତିର ପଥେ ଅଗ୍ରସର ହୋଇ ଆମେ ନୂତନ ଆଲୋକ ପାଇବା ॥ ନିଜେ ସ୍ୱଚ୍ଛ ରହି ଚତୁଃପାର୍ଶ୍ଵକୁ…

ଅଧିକ ପଢ଼ନ୍ତୁ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା ଆରମ୍ଭ କରିଥିଲେ ।…

ଅଧିକ ପଢ଼ନ୍ତୁ