Odia Poem Itihas (ଇତିହାସ) by Jagan Behera

ଇତିହାସ

ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ… ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ… ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା ଭଳି । ଇଚ୍ଛା ହୁଏ ଫେରି ଯାଆନ୍ତି କି ସେଇ ବଳଦ ବୁହା ଶଗଡ଼ର ଅତୀତକୁ… ଯେଉଁଠି ନା ଥା’ନ୍ତା ଏ ଯାନବାହାନର କର୍କଶ ଶବ୍ଦ ଆଉ ଲୁହ ଲହୁର ଦୁର୍ଘଟଣା… ନା ଥା’ନ୍ତା ରେଳଗାଡ଼ି…

ଅଧିକ ପଢ଼ନ୍ତୁ
Odia Poem Chalaghara (ଚାଳ ଘର) by Chittaranjan Barik

ଚାଳ ଘର

ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା’ ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା’ ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା’ ସୁବର୍ଣ୍ଣ ନଡ଼ାର ମୁକୁଟ । ଲୋଡ଼ା ନାହିଁ ମୁକୁତା, ରତ୍ନପଥର ଓ କୋହିନୂର ମଣି, ବାସ୍ କେଇ ଖଣ୍ଡ ବାଉଁଶ, ଶେଣି କାଣ୍ଡ ଆଦି କରିପାରେ ତା’ ମସ୍ତକ ଛାଉଣି । ଲୋଡ଼ା ନାହିଁ ସୁନାର ଚାଦର ତୋଳିବାକୁ ତା’ କିରୀଟ, ମାତ୍ର…

ଅଧିକ ପଢ଼ନ୍ତୁ
Odia Poem Swachha Bharat (ସ୍ୱଚ୍ଛ ଭାରତ) by Ranjita Mishra

ସ୍ୱଚ୍ଛ ଭାରତ

ସ୍ୱପ୍ନ ଦେଖି ଥିଲେ ଗାନ୍ଧୀଜି ଏକ ସ୍ୱଚ୍ଛ ଭରତର ଅହିଂସା ତାଙ୍କର ମୂଳ ମନ୍ତ୍ର ସତ୍ୟ ତାଙ୍କ ଆଧାର ॥ ଆଜି ଯେ ତାଙ୍କ ଜନ୍ମ ଦିବସ ଏଇ ଉପହାର ଦେବା ନିଜେ ସ୍ୱଚ୍ଛ ରହିବା ଅନ୍ୟକୁ ବୁଝାଇବା ଆମେ ସ୍ୱଚ୍ଛତା ଆଡ଼କୁ ବଢ଼ିବା ॥ ସ୍ୱଚ୍ଛ ମନ ନେଇ ସ୍ୱଚ୍ଛତା ଭାବରେ ଦେଶ ପାଇଁ କାମ କରିବା ପ୍ରଗତିର ପଥେ ଅଗ୍ରସର ହୋଇ ଆମେ ନୂତନ ଆଲୋକ ପାଇବା ॥ ନିଜେ ସ୍ୱଚ୍ଛ ରହି ଚତୁଃପାର୍ଶ୍ଵକୁ…

ଅଧିକ ପଢ଼ନ୍ତୁ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା ଆରମ୍ଭ କରିଥିଲେ ।…

ଅଧିକ ପଢ଼ନ୍ତୁ
Odia Story Golapa (ଗୋଲାପ) by Ashish Kumar Swain

ଗୋଲାପ

ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା? କି କାନ୍ତି? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ ସହ ଅପୂର୍ବ ସଫଳ ମାଧ୍ୟମ ଦ୍ୱାରା କିଛି…

ଅଧିକ ପଢ଼ନ୍ତୁ