ବହି

ବହି

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି । ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର । ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ । ବିରୂ ସିଧା ଅର୍ଥରେ ଗୋଟେ ଗ୍ରନ୍ଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା, ଇତ୍ୟାଦି ସବୁ ଭୁଲିଯାଏ ।…

ଅଧିକ ପଢ଼ନ୍ତୁ
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି ଯାଇଥିଲି । ପ୍ରାୟ ୧୪ ବର୍ଷ…

ଅଧିକ ପଢ଼ନ୍ତୁ
ଆଜି ଆଉ ଗୋଟେ ଅକ୍ଷିତୃତୀୟା

ଆଜି ଆଉ ଗୋଟେ ଅକ୍ଷିତୃତୀୟା

ମରୁଡ଼ି ହବ । ଅଜଣା ରୋଗ ମାଡ଼ି ଆସିବ । ନଦୀର ସ୍ରୋତ କମିବ । ଏ ସବୁ କିଛି କହିବାକୁ ଏ ଲେଖା ନୁହଁ । ଏ ପ୍ରସଙ୍ଗ କହିବ ୧୫୧ ବର୍ଷ ତଳର ଗଦା ଗଦା ପ୍ରମାଣ ଥିବା ଗୋଟେ ଇତିହାସର କଥା । ଖାଲି ଆଜି ଅକ୍ଷିତୃତୀୟା ବୋଲି ଅଣ୍ଟା ଭିଡ଼ିଚି ଠୋ ଫଟାସ କହି ଦେବାକୁ ସେଇ ପୁରୁଣା କଥା । ଖୋଲି ଦେବାକୁ ଅନାଲୋଚିତ ନୁହଁ ଅଳ୍ପାଲୋଚିତ ଇତିହାସର ପେଟେରା । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । ଜନ୍ ବିମ୍‌ସ୍‌ଙ୍କ (John…

ଅଧିକ ପଢ଼ନ୍ତୁ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ । – “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।” – “ଆଛା, ଏକା ଆସିବେ ନା କ’ଣ?” “ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ ମୋତେ କାହିଁକି କେଜାଣି ଭାରି…

ଅଧିକ ପଢ଼ନ୍ତୁ
Astamaranga

ଅଷ୍ଟମରଙ୍ଗ

୧ – ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା? – ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ ! – ଚାଲ ଲୁଚକାଳି ଖେଳିବା ସବୁଥର ଭଳି ! – ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ – ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪…. – ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା । – ବାପା ତମେ ଠକ। ମୋତେ ଖୋଜିବାକୁ…

ଅଧିକ ପଢ଼ନ୍ତୁ