Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ ଉପଦେଶ ଦିଅନ୍ତି । ଶଶାଙ୍କ ଓ…

ଅଧିକ ପଢ଼ନ୍ତୁ
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା ପଡ଼େ । ଗୋଟିଏ ଚାଉଳରେ ଗଢ଼ା; ରୂପରେ ଯେମିତି ଗୁଣରେ ସେମିତି । ସେଇ ଗାଁ’ର ପୁଅଟିଏ ତା’ ନାଆଁ ରାଜା । ବହୁତ୍ ସାଧାସିଦା ଆଉ ସରଳ ପିଲାଟିଏ । ମାଛିକୁ ମ ବୋଲି କହେନି । ରାଜା ସେ ଝିଅକୁ ପ୍ରଥମ ଦେଖାରେ…

ଅଧିକ ପଢ଼ନ୍ତୁ
Odia Story Riksha Bala (ରିକ୍ସାବାଲା) by Subal Mohapatra

ରିକ୍ସାବାଲା

ସକାଳୁ ସକାଳୁ ମୁନମୁନ, ପିକୁନକୁ ରାକ୍ଷୀ ବାନ୍ଧିବା ବେଳେ ମିସେସ୍ ସାମନ୍ତରାୟ ଦେଖୁଥିଲେ ସେମାନଙ୍କ ପିଲାଳିଆମିକୁ । ଦୁଇଜଣ ଯାକ ହଷ୍ଟେଲରେ ରହି ପାଠ ପଢ଼ନ୍ତି ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଯେମିତି ହେଲେ ଘରକୁ ଆସନ୍ତି । ବର୍ଷ ସାରା ମାଡ଼ଗୋଳରେ ଉଠପଡ଼ ହେଉଥିବା ଘର କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ଦିନ ସ୍ନେହ ପ୍ରେମରେ ଭରିଯାଏ । ଦୁଇବର୍ଷ ସାନ ବଡ଼ ପିଲା ଦୁଇଟି କେବେ ଛୋଟରୁ ବଡ଼ ହେଇଗଲେ ଜଣାପଡ଼ିଲାନି । ବୁଝିବା ସୁଝିବାର ହେଲେଣି, ନିଜେ ନିଜେ ବାହାରେ ରହି…

ଅଧିକ ପଢ଼ନ୍ତୁ
Odia Story Bahira Malata (ବହିର ମଲାଟ) by Samita Sahoo

ବହିର ମଲାଟ

ବସରେ ଠେଲା ପେଲା ଗହଳିକୁ ଘୃଣା କରୁଥିବା ଝିଅ ଯେ ପ୍ରତିଦିନ ବସରେ ଯିବା ଆସିବା କରିବାକୁ ହବ ଭାବି ନଥିଲି । ବସରେ ବାପା ବୋଉଙ୍କ ସହ ମାମୁଁ ଘର ଗଲାବେଳେ ବହୁତ ଚିଡ଼େ ମୁଁ । ସେଥିପାଇଁ ଟ୍ରେନରେ ଯାଉ । କେବେ କେବେ ଭୁବନେଶ୍ୱର ଆସିଲେ ବାପାଙ୍କ ସଙ୍ଗେ ସ୍କୁଟରରେ ଆସେ । ହେଲେ ରମାଦେବୀ ମହାବିଦ୍ୟାଳୟରେ ପଢ଼ିବା ଇଚ୍ଛା ଯୋଗୁଁ ମୁଁ ନିଜ ସହ ସାଲିସ୍ କରିନେଇଥିଲି । କୁହନ୍ତିନି ଯେଉଁଟା ତୁମେ ଚାହୁଁ ନଥିବ, ସେଇ ଜିନିଷଟା…

ଅଧିକ ପଢ଼ନ୍ତୁ
Odia poem Nila Sadhi (ନୀଳ ଶାଢ଼ୀ) by Amiya Ranjan Beura

ନୀଳ ଶାଢ଼ୀ

ଶ୍ଵେତ ବରଫ ଚାଦର ଉପରେ ଅନସାରୀ ସହ ବସି କଫିର ମଜା ନେଉଥିଲୁ ଦୁଇ କମ୍ପାନୀ ବନ୍ଧୁ । ସାଥିରେ ଟ୍ରେନିଙ୍ଗ ଆଉ ବହୁ ଦିନ ପରେ ଏବେ ଦୁଇ ଜଣ ସାଥୀରେ ପୋଷ୍ଟିଂ । ୯ ବର୍ଷର ଅନୁଭୂତି ଆଦାନ ପ୍ରଦାନ ଚାଲୁଥିବା ବେଳେ କଫି ମଗ୍ କେତେବେଳେ ଥଣ୍ଡା ପାଣି ହୋଇଗଲାଣି ଜଣା ପଡ଼ିନଥିଲା । ନ ମାସ ହେଲା ଇଣ୍ଟରନେଟ୍ ନାହିଁ ଆଉ ଟେଲିଫୋନ ବୁଥର ଲମ୍ବା ଲାଇନରେ ଛିଡ଼ା ହୋଇ ଘରସହ ଦି’ପଦ କଥା ହେବାପାଇଁ…

ଅଧିକ ପଢ଼ନ୍ତୁ