Odia Story Sesha Santaka (ଶେଷ ସନ୍ତକ) by Pritisima Swain

ଶେଷ ସନ୍ତକ

ସକାଳୁ ସକାଳୁ ବୋଉ ଯେତେ ଡାକିଲେ ବି ରିମା ବିଛଣା ଛାଡ଼ୁ ନଥାଏ । ବରଂ ବୋଉ ଉପରେ ବିରକ୍ତ ହୋଇ ପୁଣି ଘୋଡ଼େଇ ହେଇ ଶୋଇପଡ଼େ । ଆଜି କ’ଣ ହେଇଛି କେଜାଣି ସେ ଭାରି ଚିଡ଼ୁଛି । ଘଣ୍ଟାରେ ୯ଟା ବାଜିବା ଯାଏ ସେ ବିଛଣାରେ ପଡ଼ି ରହିଛି । ବୋଉ ବହୁତ କରି କହିଲା, “ଆଲୋ ଯା’ ଗାଧେଇ ଆସିବୁ, ନହେଲେ ଭାଇ କାମକୁ ଚାଲିଯିବ । ତୁ ଆଉ ରାକ୍ଷୀ ବାନ୍ଧିପାରିବୁନି ।” ଉଠିଲା ସିନା ହେଲେ ତା’ର ଏକା…

ଅଧିକ ପଢ଼ନ୍ତୁ
Odia Story Bandhuta (ବନ୍ଧୁତା) by Sushree Sangita Sethy

ବନ୍ଧୁତା

ସ୍କୁଲ ଜୀବନ ପରେ ଆଉ ଏକ ସୁନ୍ଦର ଅଧ୍ୟାୟ ଆସେ । ଅବଶ୍ୟ ସ୍କୁଲ ଜୀବନ ସବୁଠୁ ସୁନ୍ଦର ଥାଏ କିନ୍ତୁ କଲେଜ ଜୀବନ ବି କିଛି ଖରାପ ନୁହେଁ ଯଦି ସେମିତି ଉତୁପାତିଆ ସାଙ୍ଗଟେ ମିଳିଯାଏ ତୁମକୁ ହସେଇବାକୁ ତ ତୁମକୁ ରଗେଇବାକୁ ପୁଣି କେତେବେଳେ ତମ ସହ ମିଶି ଦୁଷ୍ଟାମି କରିବାକୁ । ସେ ସମୟରେ ହୁଏତ ଲାଗେ ମତେ ଏମିତି ଗୋଟେ ସାଙ୍ଗ କାହିଁକି ମିଳିଲା ପ୍ରଭୁ ! କିନ୍ତୁ ପରେ କଲେଜ ସରି ଜୀବନ ଯେତେବେଳେ…

ଅଧିକ ପଢ଼ନ୍ତୁ
Odia Story Mo Piladina (ମୋ ପିଲାଦିନ) by Banaja Biswal

ମୋ ପିଲାଦିନ

ସୁଦୂର ଆମେରିକାର ସିଆଟିଲ ସହର ଆଉ ତା’ର ଆଲକି ବେଳାଭୂମିରେ ଏକ ଗ୍ରୀଷ୍ମ ସନ୍ଧ୍ୟା । ଗାଡ଼ିଟି ପାର୍କ କଲା ପରେ ସ୍ୱାମୀ ଓ ଝିଅ ଚାଲିଗଲେ ସାଇକେଲ ଧରି ଆଉ ମୁଁ ଖୋଜି ବସିପଡ଼ିଲି ଏକ ନିରୋଳା ଜାଗାରେ ପଡ଼ିଥିବା ବେଞ୍ଚ ଉପରେ । ଦୂରରୁ ଅତି ସୁନ୍ଦର ଦିଶୁଥାଏ ସ୍ପେସ ନୀଡଲ । ଅସ୍ତ ସୂର୍ଯ୍ୟର ରକ୍ତିମ କିରଣରେ ନଭଚୁମ୍ବି ଅଟ୍ଟାଳିକାମାନ ଝଲସି ଉଠୁଥା’ନ୍ତି । ସୁଲୁସୁଲିଆ ଶୀତଳ ପବନ ସମ୍ପୂର୍ଣ୍ଣ ପରିବେଶରେ ମାଦକତା ଭରିଦେଉଥାଏ । ଏ ମନୋରମ ଦୃଶ୍ୟକୁ…

ଅଧିକ ପଢ଼ନ୍ତୁ
Odia Story Bapa (ବାପା : ତ୍ୟାଗର ଅନ୍ୟନାମ) by Roja Panda

ବାପା : ତ୍ୟାଗର ଅନ୍ୟନାମ

କାର୍ଯ୍ୟାଳୟରେ ପୁରା ଦିନର କର୍ମ ବ୍ୟସ୍ତତା ଭିତରେ ମୁଁ ଆଜି ଠିକ ବୁଝିପାରୁଥିଲି ଜଣେ ଅନନ୍ୟ ବ୍ୟକ୍ତିତ୍ୱଙ୍କ ପରିଶ୍ରମ, ତ୍ୟାଗ ଆଉ ଦାୟିତ୍ୱକୁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି “ବାପା” । ମୋର, ଆପଣମାନଙ୍କର, ସମସ୍ତଙ୍କର “ବାପା” । ଯାହାଙ୍କ ବିନା ସବୁକିଛି ଅର୍ଥହୀନ, ନିସ୍ୱ । ଏହିସବୁ ଭାବନାରେ ପହଁରୁ ପହଁରୁ ହରି ମଉସା କଫି ନେଇ ମୋ ଚାମ୍ବର ଭିତରକୁ ଆସିଲେ । ତାଙ୍କ ହାତରୁ କଫି କପଟି ନେଇ ମୁଁ ପିଇବାକୁ ଲାଗିଲି । ଅଫିସରେ ପ୍ରୋଜେକ୍ଟ…

ଅଧିକ ପଢ଼ନ୍ତୁ
Odia Story Baba (ବାବା) by Late Dinabandhu Mishra

ବାବା

ଗଲା କାଲି ମୋର ଜଣେ ବନ୍ଧୁ ସନ୍ଧ୍ୟାରେ ଫୋନ୍ କରି ପଚାରିଲେ, “ଆଚ୍ଛା ତୋର କେହି ଶିଷ୍ୟ ନାହାନ୍ତି?” ମୁଁ କହିଲି, “କାହିଁକି ପଚାରୁଛୁ? ମୁଁ ନିଜେ ତ କୌଣସି ଦୀକ୍ଷା ନେଇନାହିଁ ତେବେ ଦୀକ୍ଷା ଦେବି କିପରି? ଆଉ ଦୀକ୍ଷା ଦେବା କିମ୍ୱା ଗୁରୁ ହେବାର ମୋର କୈାଣସି ସଉକ ମଧ୍ୟ ନାହିଁ ।” ସେ ବିଚରା ନିରାଶ ହେଲା । ମୁଁ ତାକୁ ନିମ୍ନୋକ୍ତ ସତ୍ୟ ଘଟଣାଟିଏ ଶୁଣାଇଲି ଆଉ କିଛି ସାମାଜିକ ପ୍ରଶ୍ନ ମଧ୍ୟ କଲି ।…

ଅଧିକ ପଢ଼ନ୍ତୁ