Odia Story Dharmayuddha (ଧର୍ମଯୁଦ୍ଧ) by Kamala Satapathy

ଧର୍ମଯୁଦ୍ଧ

ବିଗତ ପାଞ୍ଚ ଦିନରୁ ଅନ୍ଧାର ଘରଟା ଭିତରେ ବସି ରାଘବ ଖାଲି ଭାବୁଛି ଆଉ ଭାବୁଛି । ମୁହଁକୁ ମୁହଁ ଦେଖା ଯାଉନଥିବା ଅନ୍ଧାର ଭିତରେ ତାକୁ ଖାଲି ସେଇ ସେଇ ଦୃଶ୍ୟ ଦେଖା ଯାଉଛନ୍ତି, ଯାହାଙ୍କ ସହିତ ତା’ର କିଛି ବି ସମ୍ପର୍କ ନାହିଁ । ତାକୁ ଖାଲି ଅନୁଭବ ହେଉଛି ସେ ବି ସେଇମାନଙ୍କ ଭିତରୁ ଜଣେ ଯେମିତି ! ସେଇ ଖଣ୍ଡିଆ ଖାବରା ଦେହ… ରକ୍ତ ସାଲୁବାଲୁ ଚେହେରା… ହୃଦ ଦହଲା ଆକୂଳ ଚିତ୍କାର… ଓଃ, ସେ…

ଅଧିକ ପଢ଼ନ୍ତୁ
Odia Story Bapa o Padmamalare Japa (ବାପା ଓ ପଦ୍ମମାଳାରେ ଜପ) by Nibedita Mohapatra

ବାପା ଓ ପଦ୍ମମାଳାରେ ଜପ

ବାପା, ଦୁନିଆରେ ମୋର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ବିନା ମୋ ଜୀବନ ଅନ୍ଧାର । ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷଟିଏ ହେବାକୁ ଚାହିଁଚି । ଆଜି ବୟସର ଯୋଉ ସୋପାନରେ ମୁଁ ପହଞ୍ଚିଛି ସେଠାକୁ ଆସିବାରେ କେତେବେଳେ ମତେ ସଫଳତା ମିଳିଛି ତ କେବେ ପୁଣି ବିଫଳତା ମୋର ପଥରୋଧ କରିଛି; ତଥାପି ସବୁ ପରିସ୍ଥିତି ଆଉ ସବୁ ସମୟରେ ବାପା ମତେ ସାହାରା ଦେଇଛନ୍ତି । ଆଗକୁ ବଢ଼ିଯିବାର ପ୍ରେରଣା ଦେଇ…

ଅଧିକ ପଢ଼ନ୍ତୁ
Odia Story Sei Pagali Jhiata (ସେଇ ପାଗଳି ଝିଅଟା) by Jyotiranjan Sahu

ସେଇ ପାଗଳି ଝିଅଟା

ଜାତୀୟ ରାଜପଥର ହେବ ସମ୍ପ୍ରସାରଣ । ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି । ଘର ଯେତେବେଳେ ଭଙ୍ଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ…

ଅଧିକ ପଢ଼ନ୍ତୁ
Odia Story Kanyadan (କନ୍ୟାଦାନ) by Srimani Priyadarsini Das

କନ୍ୟାଦାନ

“ଦାନ ବୋଲି ମୁଁ ଯାହା ଜାଣିଛି ୩ଟି ପ୍ରଧାନ ଅଟେ । ରକ୍ତ ଦାନ, ଚକ୍ଷୁ ଦାନ, କନ୍ୟା ଦାନ । ଆପଣଙ୍କର ଏହି କନ୍ୟାଦାନ ହିଁ ଆମ ପାଇ ସବୁକିଛି । ଯୌତୁକ କିଛି ଦରକାର ନାହିଁ । ଚିନ୍ତା କରିବା କିଛି ଦରକାର ନାହିଁ, ଆପଣଙ୍କ ଝିଅ ନିଶ୍ଚୟ ଖୁସି ରେ ରହିବ ।” ରୋଜାର ବାପାଙ୍କୁ ତା’ ଶ୍ୱଶୁର ଏସବୁ କହୁଥାନ୍ତି । କିଛି ଦିନ ପରେ ରୋଜାର ବିବାହ ହୋଇଯାଏ । ଦିନଗୁଡ଼ିକ ସବୁ ଖୁସିରେ କଟିଯାଉଥିଲା । ହେଲେ ସୁଖ ପରେ…

ଅଧିକ ପଢ଼ନ୍ତୁ
Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ମୃତ୍ୟୁ ପଥେ ମାନବିକତା

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା କୌଶଲ୍ୟା । ମାର୍ଗଶିର ମାସ…

ଅଧିକ ପଢ଼ନ୍ତୁ