Odia Short Story Apatti (ଆପତ୍ତି) by Bimbadhar Mohapatra

ଆପତ୍ତି

ଗରିବ ସବୁବେଳେ ଗରିବ । ପ୍ରଶାସନ ହେଉ କି ସମାଜର ତଥାକଥିତ ବଡ଼ଲୋକ ହୁଅନ୍ତୁ, ସବୁବେଳେ ସବୁ ସମୟରେ ଦାଉ ସାଧିଥାଆନ୍ତି ଏମାନଙ୍କ ଉପରେ । କଥାରେ ଅଛି ପରା, ଜୋର ଯାହାର ମୂଳକ ତାହାର… ଦୟାନିଧି ଦୁଃଖୀ ମଣିଷଟିଏ । ଘରଡିହ ଖଣ୍ଡେ ନାହିଁ । ମୂଲ ମଜୁରି କରି ପେଟ ପୋଷେ । ପରିବାର କହିଲେ, ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ । ସେଇ ମୂଲିଆ ମଜୁରୀରୁ ଅନେକ ସୁଖ ସାଉଁଟିଛି ଦୟା । ଗାଁ ମୁଣ୍ଡରେ ଅନାବାଦୀ ଜମିରେ ଘରଖଣ୍ଡେ କରିଛି ।…

ଅଧିକ ପଢ଼ନ୍ତୁ
Odia Story Anu Bhoutika Kahani (ଅଣୁ ଭୌତିକ କାହାଣୀ) by Deepak Sarangi

ଅଣୁ ଭୌତିକ କାହାଣୀ

ହରିଶର ପିଲାବେଳୁ ଇଚ୍ଛା ଥିଲା ସେ ଗୋଟେ ଭଲ ସାମ୍ୱାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ୱାଦିକ ଭାବେ ସେ କଟକରେ ହିଁ ନିଯୁକ୍ତି ପାଇଲା । ଦିନେ ପତ୍ରିକାର ସମ୍ପାଦକ ତାକୁ ଗୋଟେ ସତ୍ୟ ଭୌତିକ ଘଟଣା ଉପରେ ଗଳ୍ପ ଲେଖିବାକୁ କହିଲେ ଯୋଉଟାକି କି ସେ ନିଜେ ଅଙ୍ଗେ ନିଭେଇଥିବ । ଯଦିଓ ହରିଶ ସେମିତି କିଛି ଭୁତ ପ୍ରେତ ଉପରେ ବିଶ୍ୱାସ କରେନି;…

ଅଧିକ ପଢ଼ନ୍ତୁ
Odia Story Grill Gate (ଗ୍ରିଲ୍ ଗେଟ୍) by Sailesh Pattnaik

ଗ୍ରିଲ୍ ଗେଟ୍

“ସିପୁନ, ଜଲ୍ଦି ଆସେ, ଦେଖେ ଗୋଟେ ଜିନିଷ”, ମାଆ ଦାଣ୍ଡ ଦୁଆରୁ ଡାକିଲେ । ମୁଁ ନେଟଫ୍ଲିକ୍ସରେ ସିନେମା ଦେଖୁଥିଲି, ଚିଡ଼ିକି କ‌ହିଲି, “ରହିଯାଅ ଟିକେ… ଏବେ ତ ପାଣି ଭର୍ତ୍ତି କରିବା ପାଇଁ ଡାକିଥିଲ !” ସେ ପୁଣି ଡାକିଲେ, “ଆରେ ଆସେ ଆସେ, ଘୋରି ଆସିଛି ବା !” ଘୋରି ଆମ ଆପାର୍ଟମେଣ୍ଟରେ ଥିବା ଗୋଟେ ବୁଲା କୁକୁର, ବୁଲା ବୋଲି ନ କ‌ହିଲେ ଚଳିବ । କୁକୁରଟି ଦେଖିବାକୁ ଏତେ ସୁନ୍ଦର ଯେ କେହି ତାକୁ ବୁଲା କ‌ହିପାରିବେନି !…

ଅଧିକ ପଢ଼ନ୍ତୁ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା ବୁଜୁଳି ଓ ଗୋଟାଏ ଗଣ୍ଠିଲିରେ…

ଅଧିକ ପଢ଼ନ୍ତୁ
Odia Poem Bastabata (ବାସ୍ତବତା) by Sarmistha Malla

ବାସ୍ତବତା

ଶୀତୁଆ ସନ୍ଧ୍ୟା… ଅଳସ ଅପରାହ୍ନର ସମୟ ପ୍ରାୟ ୪ଟା । ବାଲକୋନୀର ଦୋଳିରେ ଝୁଲି ଝୁଲି ସ୍ମୃତି ରୋମନ୍ଥନ କରୁଛି ଶିଳ୍ପା । ସରି ସରି ଯାଉଛି ଏକ ବର୍ଷ । ଆସୁଛି ଆଉ ଏକ ନୂତନ ଅଧ୍ୟାୟ । କିଛି ବର୍ଷ ତଳର ଘଟଣା । ନବବର୍ଷରେ ତା’ ପାଖକୁ ଆସିଥିଲା ଏକ ଲଫାଫା । ଯେଉଁଥିରେ ଥିଲା ନବବର୍ଷର ଏକ ଅଭିନନ୍ଦନ ପତ୍ର । ଅପ୍ରତ୍ୟାଶିତ ଏ ପତ୍ର ଥିଲା ତା’ ଜୀବନରେ ଏକ ନୂତନ ଅଧ୍ୟାୟର ସୂଚନା । ଯେତେବେଳେ ଶିଳ୍ପା ଜୀବନର ଦୋଛକିରେ…

ଅଧିକ ପଢ଼ନ୍ତୁ