Odia Poem Kichhi Katha e Manara (କିଛି କଥା ଏ ମନର) by Sarjan Kumar Sahu

କିଛି କଥା ଏ ମନର

କିଛି କଥା ତୁମର, କିଛି କଥା ମୋର କେଜାଣି ଏ କଥା, ଅସରନ୍ତି କଥାର ଗାଥା ହେଇଯାଏ । ଦୁଇ ପାଦ ତୁମର, ଦୁଇ ପାଦ ମୋର କେଜାଣି ଏ ପାଦ, ଅସରନ୍ତି ରାସ୍ତାର ପଥୀକ ହେଇଯାଏ । ଟିକେ ସ୍ପର୍ଶ ତୁମର, ଟିକେ ସ୍ପର୍ଶ ମୋର କେଜାଣି ଏ ସ୍ପର୍ଶ, ଅସରନ୍ତି ସ୍ମୃତିର ସ୍ମୃତି ହେଇଯାଏ । ଅଳ୍ପ ହସ ତୁମର, ଅଳ୍ପ ହସ ମୋର କେଜାଣି ଏ ହସ, ଅସରନ୍ତି ସୁଖର ସାଥୀ ହେଇଯାଏ…

ଅଧିକ ପଢ଼ନ୍ତୁ
Odia Poem Corona Karuchhi Leela (କରୋନା କରୁଛି ଲୀଳା) by Rudra Narayan Panigrahi

କରୋନା କରୁଛି ଲୀଳା

ଛନ୍ଦ– ବଙ୍ଗଳାଶ୍ରୀ ଗଡ଼ି ଗଡ଼ି ଯାଏ ଦିନ ପରେ ଦିନ ବଢ଼ୁଛି କରୋନା କାଳ, କମି କମି ଯାଏ ଦେଶ ଜନସଂଖ୍ୟା କରିବ କିଏ ଉଦ୍ଧାର । ଅଭିଶପ୍ତ ବର୍ଷ ଏହି ଯୋଡ଼ା ବର୍ଷ ଲିଭିଛି ଜନତା ହସ କରୋନା ଲକ୍ଷଣ ଦେଖାଦେଲେ ଭାଇ ସ୍ୱାବ୍ ଟେଷ୍ଟ କରି ଦେବ । ଗରିବ ପାଉଛି ରେସନ ଚାଉଳ ଧନୀ ପାଖେ ଅଛି ଧନ, ମଝିରେ ଦୁଃଖରେ ପଡ଼ିଛନ୍ତି ଏବେ ମଧ୍ୟବିତ୍ତ ଶ୍ରେଣୀଲୋକ । ପାଠପଢ଼ା କଥା କଅଣ…

ଅଧିକ ପଢ଼ନ୍ତୁ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା କ’ଣ ହୋଇପାରେ ଜୀବନର ପରିଭାଷା ବାସ୍ତବବାଦ କ’ଣ ଆଣିପାରେ ଦିଗହିନ ପବନ ପାଇଁ ବ୍ୟତିକ୍ରମ?? ଆଛା କହ ତ, ନିରବ ଝଡ଼ରେ ଆହତ ସେ ଜୁଳୁଜୁଳିଆ ପୋକର ଆୟୂଷ କିଏ ନିର୍ଦ୍ଧାର କରେ? ଶେଷ ନିଶ୍ୱାସ ଯାଏ ସେ ଯେଉଁ ଆଲୁଅ ବାଣ୍ଟେ କିଏ କ’ଣ ତାକୁ ଲୋଡ଼େ !? ସେ ଆଲୁଅ ଟିକକ ବାଟବଣା ହେଲାପରେ କେଉଁ ଏକ ଅନ୍ଧାରୀ ଗହିରୀରେ ତାରାମାନେ ତ ପରଦେଶୀ ଛାଡ଼ ମ ତାଙ୍କ କଥା…

ଅଧିକ ପଢ଼ନ୍ତୁ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା’ ମର୍ଜୀର ସେ ମାଲିକ, କୌଣସି ଖୁସିର ବାର୍ତ୍ତା ବାହକ ନୁହେଁ, ପ୍ରହସନରେ, ଏକ ବିଦୂଷକ ପରି ମୁହଁରେ ଅନେକ ରଙ୍ଗର ପ୍ରଲେପ ବୋଳି, ନିଜ ଉପସ୍ଥିତି ଜାହିର କରେ । କେବେ ଅର୍ଦ୍ଧ ହାସ୍ୟ, କୃତ୍ରିମ ହାସ୍ୟ,…

ଅଧିକ ପଢ଼ନ୍ତୁ
Odia Poem Shita Dinara Gramanchala (ଶୀତ ଦିନର ଗ୍ରାମାଞ୍ଚଳ) by Debasish Mohapatra

ଶୀତ ଦିନର ଗ୍ରାମାଞ୍ଚଳ

ଦିନ ଥିଲା ସେ ଶୀତ ବି ଥିଲା ଥରୁଥିଲା ଓଠଟି ତା’ର ଥରି ଯାଉଥିଲା ତା’ର ଶରୀର ଚାଦର ଘୋଡ଼ାଇ ହେଇ ଆସେ ସେ ନି’ତି ବଜାର ଲାଗୁଥିଲା ନିଆଁ ଧୁନିର ଉପଚାର ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର କାଇଁ ସେ ଟୋକା କାଇଁ ସେ ବୁଢ଼ା ସମସ୍ତେ କରୁଥିଲେ କିଛି ନା କିଛି ଆଳାପ ବିଚାର ଭଲ ଲାଗୁଥିଲା ସେଇ ସମୟର ମେଳାପ ବିଚାର । – ଦେବାଶିଷ ମହାପାତ୍ର ଦେବାଶିଷ ମହାପାତ୍ରଦେବାଶିଷ…

ଅଧିକ ପଢ଼ନ୍ତୁ