ମୁଁ ମୌସୁମୀ
କଥା ଦେଇଥିଲି ସେ କଥା ରଖିଲି ଦେଖ ମୁଁ ମୌସୁମୀ ଓଡ଼ିଶା ଆସିଲି, ନବୁଝି ନସୁଝି କହୁଅଛ ତୁମେ ମୁଁ ଯେ ତୁମକୁ ଧୋକା ଦେଇଦେଲି । ଆସିବାରେ ଟିକେ ବିଳମ୍ବ ହୋଇଛି ହୃଦୟଙ୍ଗମ ତାହା ମୁଁ କରୁଛି, ସେ ଲାଗି ଏମିତି ମନ ଦୁଃଖ କର ଭାବିଲେ ମୋ ମନ ଦରବେ ଭରୁଛି । ଶୀତଳ ପରଶେ ଭରିଦେଲି ଦେଖ ଓଡ଼ିଶାର ସବୁଠାରେ ବରଷିଲି, ସକାଳୁ ମୁଁ ତୁମକୁ ଦେଖିବି ବୋଲି ତୁମ ଘରଆଡ଼େ ବୁଲି ବାହାରିଲି । ହାଲକା…

