Odia Poem Kalabati Kabyanjali (କଳାବତୀ କାବ୍ୟାଞ୍ଜଳି) by Rajshekhar Chima on Shubhapallaba Magazine

କଳାବତୀ କାବ୍ୟାଞ୍ଜଳି

ନିକଟସ୍ଥ ତାଙ୍କୁ ଅନୁଭବ କରନ୍ତି ପ୍ରତି କବି, ସ୍ମରଣମାତ୍ରେ ପ୍ରକଟ ହୋଇ କଳାବତୀ କାବ୍ୟାଞ୍ଜଳି ଆଙ୍କନ୍ତି ଚିରସ୍ଥାୟୀ ଛବି । ଓଡ଼ିଆ ଭାଷାରେ କୁହନ୍ତି ସୁମଧୁର ସୁବଚନ, ଅତିପ୍ରିୟ ତାଙ୍କୁ କାନ୍ତିପ୍ରଦ କଳାକାଞ୍ଚନ । କରନ୍ତି ନବରସ ଭାବର ବୋଧନ, ସମସ୍ତ ଅଭିଜ୍ଞ ପ୍ରଜ୍ଞର ସଜ୍ଞ କରନ୍ତି ତାଙ୍କର ସମ୍ବୋଧନ । ଶବ୍ଦ ଶବ୍ଦକୁ ଦିଅନ୍ତି ନିର୍ଦ୍ଦିଷ୍ଟ ସ୍ଥାନ, ମନୋଭାବାନାକୁ ମିଳିପାରିବ ଯେମିତି ଶ୍ରେଷ୍ଠ ଉପସ୍ଥାନ । ଏକାନ୍ତ ସମୟରେ କାବ୍ୟ ହେତୁ କରନ୍ତି ବାକ୍ୟ ଗଠନ, ଭାବାର୍ଥ ଯେମିତି ଜ୍ଞାତ ହୋଇପାରେ…

ଅଧିକ ପଢ଼ନ୍ତୁ
ମୋ ପ୍ରିୟା ଭାରି ଚଗଲି

ମୋ ପ୍ରିୟା ଭାରି ଚଗଲି

ପ୍ରିୟା ମୋର ସତେ ଭାରି ଚଗଲି, ନାଆଁଟା ତାହାର ମଲ୍ଲୀ । କଥାରେ କଥାରେ ରୁସି ଯାଏ ସିଏ ହୁଏ ସବୁ ବେଳେ ଗାଳି ॥ ତା’ର ହରୀଣୀ ଆଖିର ଚାହାଣୀ, ରାଣୀ ପରିକା ଚାଲି । ଗୋଲାପି ଓଠର ସେ ମୁରୁକି ହସି ହେଉ ଥାଏ ମୁ ଭାଳି ॥ ଦିନରେ ରାତିରେ ସପନେ ଆସୁଛି, ଶୋଇ ଦେଉ ନାହିଁ ମତେ । ପ୍ରେମ ନିଶା ତା’ର ବାଉଳା କଲା, ଏକା ରହିପାରୁନି ମୁଁ ସତେ ॥ କୁଆଁରି ମନ୍ତର…

ଅଧିକ ପଢ଼ନ୍ତୁ
ଶୂନ୍ୟ ଆକାଶ

ଶୂନ୍ୟ ଆକାଶ

ପଛରେ ଛାଡ଼ି ଆସିଥିବା ଅତୀତର ସ୍ମୃତି, କେବେ ହୁଏନା ତା’ର ଇତି, ବୟସର ପରିପକ୍ଵତାରେ ବଳିଷ୍ଠ ହେଉଥାଏ, ଯେତେଦିନ ଯାଉଥିବ ବିତି । ସ୍ମରଣର ସଞ୍ଜିବନୀ ମନର ମୃଦୁ ଜଳେ କଲେ ଛିଞ୍ଚନ, ଜୀବନ୍ୟାସ ପାଇ ଚେଇଁ ଉଠେ ଆଖି ସାମ୍ନାରେ ପରଦାର ଛବିପରି ନାଚିଯାଏ ତା’ର କାମନୀୟ ରୂପ ଲାବଣ୍ୟ, କୋମଳ ହୃଦୟକୁ କରି ଆଚ୍ଛନ୍ନ । ଆଶାର ମୃଗୁଣୀକୁ ଧରି ପାରିବା ପ୍ରାରବ୍ଧର ଏକ ସଂଯୋଗ, ହାତ ଛଡ଼ା ହୋଇ ନିଜ ନଜରରୁ ହେଲେ ଅନ୍ତର ଲକ୍ଷ୍ମଣର…

ଅଧିକ ପଢ଼ନ୍ତୁ
ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

ମୁଁ ତ ମରିଥିଲେ ଥରେ ଜଳିଥାନ୍ତି ଗାଁ ଶେଷେ ମଶାଣିରେ, ପ୍ରତି ମୁହୂର୍ତ୍ତରେ ଜଳି ମୁଁ ଯାଉଛି ତୁମେ ଗଲା ପରେ ପରେ । ଜଳୁଛି ଏ ଦେହ ଝରୁଛି ଏ ଲୁହ ଛାତିରୁ କମେନି କୋହ, ତୁମେ ଗଲା ପରେ ଦିନ ରାତି ବସି ଗଡ଼ାଉଛି ଖାଲି ଲୁହ । ଦୂରେ ଚାଲିଯାଇ କି ଲାଭ ପାଇଲ ଭାଙ୍ଗି ଦେଇ ଏ ହୃଦୟ, ଏବେ ବି ଚାହିଁଛି ଫେରି ଆସ ଥରେ ହୃଦୟେ ଦେବି ଆଶ୍ରୟ । ସୁଦର୍ଶନ ସାହୁସୁଦର୍ଶନ…

ଅଧିକ ପଢ଼ନ୍ତୁ
ପୁଣ୍ୟମୟୀ

ପୁଣ୍ୟମୟୀ

ଛୁଅନା…ଛୁଅନା…. ପୁଣ୍ୟମୟୀ….! ତମ ସତୀତ୍ଵର ସଫେଦ ପରଦାରେ ଲାଗିଯିବ ଦାଗ , କହିବନି ଅଲାଜୁକ ମଣିଷ ଲଙ୍ଘିଗଲା ସୀମାହୀନ ଦିଗନ୍ତ । ମୁକ୍ତକେଶୀ…! ହୁଏତ ସହିଥିବ ଅପେକ୍ଷାର ମଧୁର ଯନ୍ତ୍ରଣା ଅତି ସନ୍ତର୍ପଣରେ , ମାତ୍ର ଏତିକିରେ ପୁଣ୍ୟତୋୟା…! ଉପେକ୍ଷା କଲ ତମେ ଅଜସ୍ର ଘୃଣା ଦେଇ । ଆନନ୍ଦମୟୀ…! ଯାଅନା…ଯାଅନା… ଅଦୃଶ୍ୟର ହା ହା କାର ଦୁନିଆଁକୁ ଲାଂଛିତ ଭାବି, ନିହାଳି ଦେବି ଗଭୀର ଅନୁରାଗ ତମ ଆସନ୍ନ ଅତୀତରେ ଅହେତୁକ ସରାଗ ଦେଇ । କ୍ଷୀରବନ୍ଧୁ ବାଘ

ଅଧିକ ପଢ଼ନ୍ତୁ