Kala Thakura

କଳା ଠାକୁର

କିଏ ତୋତେ ଡାକିବରେ କଳା ଠାକୁର, ହେ ମୋର କଳା ଠାକୁର କେଉଁ ଗୁଣେ ବୋଲାଉଛୁ ବଡ଼ ଠାକୁର । ନାଟୁଆ ଠାକୁର ବୋଲି ପଡ଼ିଛି ଡାକ ଦୁଖୀକୁ ତୁ ଦୁଃଖ ଦେଉ ସୁଖୀକୁ ସୁଖ । ତୋ ଦାଉ ସହିବାକୁ ଧର୍ଯ୍ୟ କାହାର, ହେ ପ୍ରଭୁ ଧର୍ଯ୍ୟ କାହାର, ମିଛେ ସିନା ବୋଲାଉଛୁ ବଡ଼ ଠାକୁର । ଡାକି ଡାକି ଭକ୍ତ ତୋର ନିରାଶ ହୋଇ ରହିଲେଣି ଅନ୍ୟ ଧର୍ମେ ଶରଣ ନେଇ । ଅନ୍ୟ ଧର୍ମେ ଭକ୍ତ ଯାଇ ପାଇଲେ…

ଅଧିକ ପଢ଼ନ୍ତୁ
He Jagannath

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି ନେବ । ଏ ଜୀବନ ସତ୍ତା ରହୁ କି ନ ରହୁ ଅନନ୍ତ ସତ୍ତାରେ ମିଶିଯିବି ॥ ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ ଅନନ୍ତ ଶେଯର ପାଶେ ଥିଲେ । ଯଶ ଧନ ବିଦ୍ୟା କିଛି ଲୋଡ଼ା…

ଅଧିକ ପଢ଼ନ୍ତୁ
barasa-badalijaye

ବରଷ ବଦଳିଯାଏ

ବର୍ଷ କେତେ ଆସିଲେ, କେତେ ଗଲେ, କିଛି ତା’ର ହିସାବ ମିଳେନା, ପ୍ରତିବର୍ଷ ବୈଶାଖ ଆସିଲା, ବର୍ଷା ଆଉ ତା’ପଛେ ପଛେ ବସନ୍ତ ବି କାଳେ ଭୁଲିଯିବି, ଲେଖିନେଲି ସବୁକିଛି ସ୍ମୃତି ଡାରିରୀରେ, ବହୁତ ଜରୁରୀ ଘଟଣା ସବୁ ଟିପିନେଲି, ଆଉ ମାମୁଲି ଘଟଣା ଯେତେ ଏଇମିତି ଭୁଲିଗଲି । କିନ୍ତୁ ବର୍ଷ ଶେଷେ, ପୁରୁଣା ଡାଇରୀ ଯେତେ ସବୁ ହଜିଯାଏ ମୋଟା ମୋଟି କଥା, ପୁରୁଣା ଦିନମାନଙ୍କର ହିସାବ ମିଳେନା ନୂଆଦିନ ନୂଆବର୍ଷ ମନ କିଣିନିଏ । ସଂସାର…

ଅଧିକ ପଢ଼ନ୍ତୁ
ଭୁଲ କାହାର

ଭୁଲ କାହାର

ସେଦିନ… ଝିପି ଝିପି ବର୍ଷା ଶିରି ଶିରି ଶୀତୁଆ ପବନ କୂଳୁ କୂଳୁ ଶବ୍ଦ ଗୁଣୁ ଗୁଣୁ ଗୀତ ରୁଣୁ ଝୁଣୁ ପାଉଁଜି ଥିରି ଥିରି ପାଦ ଦିକ୍ ଦିକ୍ ଦୀପ ଫିକ୍ ଫିକ୍ ହସ ଛନ୍ନ ଛନ୍ନ ମନ ଫୁସଫୁସ କଥା କିଟି ମିଟି ଅନ୍ଧାର.. ଭିନ୍ନ ଏକ ସ୍ପର୍ଶ ଅଜବ ଏକ ଉନ୍ମାଦନା କ୍ଷଣିକ ଉତ୍ତେଜନା ଅଳ୍ପ ପ୍ରତିରୋଧ ବେଶୀ ସମର୍ପଣ… ! ଉତ୍ତାଳ ଜୁଆର ଲଙ୍ଘି ଯାଏ କୂଳ, ମାଡ଼ିଯାଏ ବେଳାଭୂମି । ପରେ… ଶାନ୍ତ…

ଅଧିକ ପଢ଼ନ୍ତୁ
Aa Mousumi Aa

ଆ ମୌସୁମୀ ଆ…

ବିଲ ବାଡ଼ି ସବୁ ଫାଟି ଆଁ କରେ ଯାଉନି ବିଲରେ ହଳ, ଶୁଖିଲା ମାଟି ଯେ ପଥର ସାଜିଛି ଭାଙ୍ଗୁଛି ଟ୍ରାକ୍ଟର ଫାଳ । ଗୋଚର ହେଲାଣି ଚାଷଜମି ସବୁ ଉଜୁଡ଼ି ଗଲାଣି କ୍ଷେତ, ଆତଙ୍କ ଖେଳାଏ ଆଷାଢ଼ିଆ ଝାଞ୍ଜି ଜଳିଯାଏ ଦେହ ହାତ । ବରଷାକୁ ଚାହିଁ ଗହିଡା ଆଖିରୁ ପାଣି ତ ଗଲାଣି ମରି, ସାଇତା ବିହନ ଖତ ଖାଇଲାଣି ଚାଷୀ କାନ୍ଦେ ମୁଣ୍ଡ କୋଡ଼ି । ଅକ୍ଷିମୁଠି ଧାନ ଗଜା ହେଲାନାହିଁ ଶୁଖିଲା ପାକଲା ରଜ, ଜହ୍ନି…

ଅଧିକ ପଢ଼ନ୍ତୁ