
ନୀରବତା ମୋ ନାୟିକା
ନୀରବତାକୁ ମୁଁ ବେଶି ଭଲପାଏ ନୀରବତା ମୋର ପ୍ରେମିକା ନୀରବତା ମୋ ନାୟିକା ଯିଏ ମୋ ଆଖିର ସୁନେଲୀ ସପନ ଜୀବନ ଗପର ନାୟିକା ॥ ଯଦି ବି ଏଠି ରାତିଗୁଡ଼ିକ ରଙ୍ଗହୀନ ନିଦମାନେ ନିରୁଦ୍ଧିଷ୍ଟ ସଖୀ ଅଜବ ଜୀବନ ରାସ୍ତା ତଥାପି ନିଜକୁ ଏକୁଟିଆ ମନେ କରିନି ନିଦ ନ ଆସିଲେ ଚାଲିଆସେ ଛାତ ଉପରକୁ କେବଳ ଦିଶେ ଜହ୍ନର ଚିତ୍ର ଥରେ ଆଖି ବୁଲେଇ ଚାହିଁଦେଲେ କୁଆଡ଼େ ହଜିଯାଏ ଏକାପଣ ॥ ନୀରବତାରେ ଯଦି…