Odia Poem Pherai Dia Mo Chhaya (ଫେରାଇ ଦିଅ ମୋ ଛାୟା) by Alekh Meher

ଫେରାଇ ଦିଅ ମୋ ଛାୟା

ସତ୍ୟ କର୍ମ ବୃକ୍ଷ ଶାଖା ପ୍ରଶାଖାରେ ଦେଖି ହୃଷ୍ଟପ୍ରୁଷ୍ଟ ଫୁଲ ବାତ୍ୟା ସାଥେ ଘନ ରୋଷେ ବରଷିଲେ ଉଜାଡ଼ି ଜୀବନ ମୂଳ । ହେଲା ମହୀ ପତିତ, ସାତ ବାସରରେ ଅକସ୍ମାତ । ମହୀରୁହ ହୃଦ କେସନେ କରିବ ସପନର ସୌଦାଗର, ଲୋଭ ମାୟା ମୋହ ବରଜି ନୁହଇ ବୋହି ନର କଳେବର । ପ୍ରିତି ଶରୀର ଝର, ଶରୀରରୁ ବହେ ନିରନ୍ତର । ବାସାନ୍ତର କରି ବାସରୁ ଓଟାରି ବାହାରେ କରିଲ ଠିଆ, ବୈନତେୟ ପୃଷ୍ଠେ ବସି ବିହରୁଛ ଭଙ୍ଗା ଗଢ଼ାର…

ଅଧିକ ପଢ଼ନ୍ତୁ
Odia Poem Jagannath Premika (ଜଗନ୍ନାଥ ପ୍ରେମିକା) by Bidyut Parnna Karan

ଜଗନ୍ନାଥ ପ୍ରେମିକା

ସଖା ତୁମ ପ୍ରେମନିଶାରେ ମୁଁ ଏମିତି ଭିଜୁଛି । ମତେ ତୁମ ଛଡ଼ା କିଛି ଦିଶୁ ନାହିଁ ଯେମିତି, କି ଗୁଣୀ କରିଛ କହି ଦିଅ ତୁମେ ସଖା ତୁମ ବିନା ଏ ଜୀବନ ଲାଗେ ଫିକା ଫିକା, ତୁମକୁ ପାଇବାର ଆଶାରେ କାହିଁ କେବେଠାରୁ ଅପେକ୍ଷାକୃତ ତୁମ ପ୍ରେମିକା । ଦୁନିଆ ପାଇଁ ତୁମ ମହାପ୍ରଭୁ ହୁଅ, ମୋ ପାଇଁ ତୁମେ ସଖା । ଆଜିବି ତୁମ ଅପେକ୍ଷାରେ ତୁମର ଏ ପ୍ରେମିକା…!!! – ବିଦ୍ୟୁତପର୍ଣ୍ଣା କରଣ ବିଦ୍ୟୁତପର୍ଣ୍ଣା କରଣବିଦ୍ୟୁତପର୍ଣ୍ଣା…

ଅଧିକ ପଢ଼ନ୍ତୁ
Odia Poem Pranaya Ingita (ପ୍ରଣୟ-ଇଙ୍ଗିତ) by Chittaranjan Barik

ପ୍ରଣୟ-ଇଙ୍ଗିତ

ରାତି ନିରବତା ଭାଙ୍ଗି ଖେଳୁଥିବ, ଧକ୍ ଧକ୍ ସେଇ ଶବ୍ଦ । ପ୍ରୀତିର ଧାରେ ସ୍ପନ୍ଦନ ସିଏ, ଦୁଇ ହୃଦୟରୁ ଲବ୍ଧ ॥ ସ୍ୱପ୍ନିଳ ତୁମ ମୁଖ ଦର୍ପଣେ, ଖୋଜୁଥିବି ମୋର ଚିତ୍ର । ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ, ହୋଇ ବନ୍ଧନ ମୁକ୍ତ ॥ କେବେ ଦେଉଥିବ ଇଙ୍ଗିତ ସିଏ, କେବେ ହେଉଥିବ ଶ୍ରାନ୍ତ । ଶାନ୍ତ ନିରୀହ ନୟନ ଦ୍ୱୟ, ଭିନ୍ନ ନିଶାରେ ମତ ॥ ଚିବୁକ ଅଧରେ ପ୍ରେମର ଝଲକ, ସ୍ପଷ୍ଟ ହେଉଥିବ ବାରି । ଚିବୁକେ ଚୁମ୍ବନ…

ଅଧିକ ପଢ଼ନ୍ତୁ
Odia Poem Rashmirekha (ରଶ୍ମିରେଖା) by Haripada Parida

ରଶ୍ମିରେଖା

ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା କ୍ଲାସରୁମ୍ ଚାରିକାନ୍ଥେ ତୁମ ନାଁ ଲେଖା ତୁମକୁ ନ ଦେଖିଲେ ଲାଗେ ମୋତେ ଏକା ଏକା କାନେ ନାହିଁ କାନ ଫୁଲ ନାହିଁ ଗୋଟେ ଝୁମୁକା ତଥାପି ଜହ୍ନ ପରି ଦିଶେ ମୋ ପ୍ରିୟା ରଶ୍ମିରେଖା କେଶ ତା’ର ଶ୍ରାବଣର ଭସାମେଘ ସତେକି ମୟୂର ପୁଚ୍ଛିକା ଓଠ ତା’ର ସତେ ଯେମିତି କେଉଁ ସାଗରର ଶାମୁକା ॥ ଏଇ ମୋ…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Ayushman Tripathy

ଜୀବନ

ଜୀବନଟା କେବେ ମଧୁର ଝରଣା ବହେ ଶାନ୍ତି ଜଳ ଧାରା ପବନେ ଦୋହଲି ହେଇଯାଏ ସେ ଧାନ୍ୟ କ୍ଷେତର ନିର୍ଝରା । ଜୀବନଟା କେବେ ମଧୁ ବସନ୍ତର ମହୁ ମିଠା ଜ୍ୟୋତ୍ସ୍ନାଭାସ କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା କରିଦେଲା ସର୍ବନାଶ । ଜୀବନଟା କାଇଁ ଲାଗେ ନଈ ନିକି ଅଙ୍କା ବଙ୍କା ତା’ର ଗତି ଦୋଛକିରେ ଯାଇ ଅଟକି ଯାଇଛି ଜୀବନର କଳାକୀର୍ତ୍ତି । ଜୀବନଟା ଲାଗେ ତପସ୍ଵିନୀ ପରି ଜନକ ନନ୍ଦିନୀ ରୂପେ ପ୍ରତି ମୁହୂର୍ତ୍ତରେ ଅଗ୍ନି ପରୀକ୍ଷା ଆସେ…

ଅଧିକ ପଢ଼ନ୍ତୁ