Manepade Se Atita

ମନେପଡ଼େ ସେ ଅତୀତ

ହଁ ତୁମେ ତ ହଜି ଯାଇଛ ତୁମ ସ୍ୱପ୍ନ ରାଇଜ ମଧ୍ୟରେ ହେଲେ ମୁଁ କେମିତି ଖୋଜି ପାଇବି? ଅସମ୍ଭବ ସେ ସବୁ ସେ ଅତୀତକୁ କଳ୍ପନା କରିବା ହିଁ ତ ବାସ୍ତବରେ ଗୋଟଏ ବଡ଼ ଭୁଲ ! ଗାଆଁର ଗଳି କନ୍ଦିଠାରୁ ଆରମ୍ଭ କରି କାହିଁ କେତେଯେ ଖୋଯିଛି ସେ ହଜିଲା ଅତୀତକୁ ତା’ର ସୀମା ନାହିଁ କିନ୍ତୁ ଖୋଜି ପାଇବା ବେଶ୍ କାଠିକର ପାଠ ହୋଇପଡ଼ିଛି ! କେହି ବା କ’ଣ କରିବ ସମୟ ଆୟୁରେ ବନ୍ଧା…

ଅଧିକ ପଢ଼ନ୍ତୁ
Manepade Priyatama

ମନେପଡ଼େ ପ୍ରିୟତମା

ଶ୍ରାବଣ ଆସିଲେ ମଧୂ ବରଷିଲେ ମନେପଡ଼େ ପ୍ରିୟତମା, ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ ଝୁରେ ପ୍ରାଣ ପ୍ରିୟତମା । ଭରା ସରସୀରେ ତରଙ୍ଗ ଝଲସେ ମେଘ ମାଳ ଛବି ଆଙ୍କି, ପ୍ରୀତିର ପଣତ ବାଦଲ ପରାଏ ଲାଜେ ଖସି ଯାଏ ଦେଖି । ମାଟିର ମହକ ପୁଲକ ଭରିଲେ ସାଜେ ଧରା ସବୁଜିମା, ଘନ ଆକାଶ କି ଭରିଛି ସତେ ହରିଣୀ ଆଖିର ନିଳୀମା । ଫୁଲର ପସରା ବନେ ଉପବନେ ଖୋସା ଭରି ହସେ ସଖୀ, ମୁକୁଳା କେଶରୁ…

ଅଧିକ ପଢ଼ନ୍ତୁ
Bidaya Maa by Chikun Panda

ବିଦାୟ ମାଆ

ମା’ ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ ଆଖିରୁ ଲୁହ । ତୁମ ବିସର୍ଜନ ଭକ୍ତ ମନକୁ କରେ ବିଳାପିତ ସବୁ କିଛି ଶୁନଶାନ୍, ମଣ୍ଡପ ଲାଗେ ଖାଁ ଖାଁ ଘଣ୍ଟ ଘଣ୍ଟା ବି ନୀରବ ନିଶ୍ଚଳ । ମନ୍ତ୍ର ଶ୍ଳୋକ ଅହରହ ଗାଉଥିବା ପୁରୋହିତ ବି…

ଅଧିକ ପଢ଼ନ୍ତୁ
Maa Durga

ମାଆ ଦୁର୍ଗା

ପାର୍ବଣେ ନବ ଦୁର୍ଗା ଆଗମନେ ଚଞ୍ଚଳିତ ଆଜି ଧରା ଦେବୀ ନାରାୟଣୀ ଦୁଃଖ ବିମୋଚିନୀ ଜଗତେ କରୁଛି ଲୀଳା ॥ ସତ୍ୟ ସନାତନୀ ଜଗତ କଲ୍ୟାଣୀ ମହିଷା ମର୍ଦ୍ଦିନୀ ମାଆ ନିରାଷ ଅନ୍ଧାରେ ଦେଉ ମା’ ଆଲୋକ ବିପଦରେ ତୁହି ସାହା ॥ ଶୈଳପୁତ୍ରୀ ବ୍ରହ୍ମଚାରିଣୀ ମାଆ ଲୋ ଚନ୍ଦ୍ରଘଣ୍ଟା ତୁ କୁଷ୍ମାଣ୍ଡା ପାତକ ନାଶିନୀ ଅଭୟ ଦାୟିନୀ କାତ୍ୟାୟନୀ ସ୍କନ୍ଦମାତା ॥ କାଳରାତ୍ରୀ ମହାଗୌରୀ ତୁ ଜନନୀ ସିଦ୍ଧିଦାତ୍ରୀ ଗୀରିସୂତା ଚୌଷଠି ଯୋଗିନୀ ସଙ୍ଗେ ତୋ’…

ଅଧିକ ପଢ଼ନ୍ତୁ
Asinare Ase Maa

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’ ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା’ ମା’ ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ’ ନାମ ଆବୋରି । ଜଗତ ହୁରି ପକାଏ ସଜାଅରେ ବେଗି ମା’ ପୂଜା ପୀଠ ମା’ ପରା ବିରାଜିବ ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ ଘଣ୍ଟ, ମୃଦଙ୍ଗର କର ବେଗେ ସଜ ମା’କୁ ପରା ପାଛୋଟିବା ଏ ଧରାକୁ ହୁଳହୁଳିରେ…

ଅଧିକ ପଢ଼ନ୍ତୁ