
ତୁ ଆସୁଛୁ
ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ ଗତି…! ତୁ ଆସୁଛୁ… ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…! ତୁ ଆସୁଛୁ… କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!! ତୁ ଆସୁଛୁ… ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!…