Odia Bhajan Rathara Darsana Kariba (ରଥରେ ଦର୍ଶନ କରିବା) by Mamata Sahu

ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନକୁ ରଥରେ ଦର୍ଶନ କରିବା ଜୀବନର ଯେତେ ଦୁଃଖ ଯାତନାକୁ ହସି ହସି ଭୁଲିଯିବା ॥ ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି ଭକତ ବତ୍ସଳ ହରି ଭାବର ଠାକୁର ନିଳାଦ୍ରୀ ବିହାରି ଦୟାମୟ ଦଇତାରି ॥ ମନ କିଣିନିଏ ବାଙ୍କ ଚାହାଣିରେ ଅଧା ନାଲିହସ ତା’ର ଲାବଣ୍ୟ ସମ୍ଭାର ଅପରୁପ ଶୋଭା ଦିଶେ କେଡ଼େ ମନୋହର ॥ ଆଷାଢ଼ର ଶୁକ୍ଲ ଦ୍ୱିତୀୟା ତିଥିରେ ଯିବେ ଶ୍ରୀଗୁଣ୍ଡିଚା ଘର ଭାଇ ଭଗିନି ତିନି…

ଅଧିକ ପଢ଼ନ୍ତୁ
Odia Bhajan Biswa Prasidha Rathajatra (ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା) by Mamata Sahu

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଉତ୍କଳେ ପାଳିତ ହୁଏ ଉତ୍ସବ ମୁଖର ଚଳ ଚଞ୍ଚଳିତ ବଡ଼ଦାଣ୍ଡ ହୋଇଥାଏ ॥ ଆଷାଢ଼ ଶୁକଳ ଦ୍ୱତୀୟା ତିଥିରେ ପବିତ୍ର ଏ ରଥଯାତ୍ରା ରଥରେ ଦର୍ଶନ ଦେବେ ପରବ୍ରହ୍ମ ଦୀନବନ୍ଧୁ ବିଶ୍ୱକର୍ତ୍ତା ॥ ରତ୍ନ ସିଂଘାସନ ଛାଡ଼ି ଜଗନ୍ନାଥ ଭକତ ମେଳରେ ରହି ଟାହିଆ ହଲାଇ ମନ୍ଦ ମନ୍ଦ ହସି ନିଏ ଭକ୍ତ ମନ ମୋହି ॥ ଦିବ୍ୟ ଚେତନାର ଭକତି ଆବୋରି ଭକତଟି ଆସି ଥାଏ ଚତୁର୍ଦ୍ଧା ମୁରତି କରିକି…

ଅଧିକ ପଢ଼ନ୍ତୁ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା’ କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ ॥ ଦେବ ଗୁରୁ ବୃହସ୍ପତି ତୋ’ର ଦୟାବଳେ ଦେବଗଣେ ମହା ପଣ୍ଡିତ ଯେ ବୋଲାଇଲେ ॥ ତୋ’ କୃପା ହେଲେ ମାଗୋ ମୂର୍ଖ ହୁଏ ଜ୍ଞାନି ବିଦ୍ୟା ବୁଦ୍ଧିରେ କେ ତାକୁ ନ ପାରଇ…

ଅଧିକ ପଢ଼ନ୍ତୁ
Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda

ଓଁ ନମଃ ଶିବାୟଃ

ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ! ଓଁ ନମଃ ଶିବାୟଃ ! – ଅକାଳ କୁଷ୍ମାଣ୍ଡ ଅକାଳ କୁଷ୍ମାଣ୍ଡଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ…

ଅଧିକ ପଢ଼ନ୍ତୁ
Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ…

ଅଧିକ ପଢ଼ନ୍ତୁ