Read more about the article କରନାହିଁ ପ୍ରଭୁ କପଟ
Odia Bhajan Karanai Prabhu Kapata (କରନାହିଁ ପ୍ରଭୁ କପଟ) by Jharana Rout

କରନାହିଁ ପ୍ରଭୁ କପଟ

ସହି ହେଉନାହିଁ ଦୁନିଆର ଦୁଃଖ କେମିତି ସହିବି କୁହ, ସବୁଠି ଖାଲି ହୃଦୟଭରା ଲୁହ କାହା ମୁହେଁ ନାଁହି ହସ ॥ ମା'ଠାରୁ ପୁତ୍ରକୁ ଛଡ଼ାଇ ନେଉଛ କେମିତି ସହିବ ମା, ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ କି ଖୁସି ପାଉଛ କୁହ…

Continue Readingକରନାହିଁ ପ୍ରଭୁ କପଟ
Read more about the article ନୀଳ ଶୈଳ ଚୂଡ଼ାମଣି
Odia Bhajan Nila Saila Chudamani (ନୀଳ ଶୈଳ ଚୂଡ଼ାମଣି) by Gupteswar Chand

ନୀଳ ଶୈଳ ଚୂଡ଼ାମଣି

ନୀଳ ଶୈଳ ଚୂଡ଼ାମଣି ଘେନ ଦୀନ ଗୁହାରୀ । ମହା ସଙ୍କଟ ସିନ୍ଧୁରୁ ବେଗେ କର ହେ ପାରି ॥ ଚାହୁଁ ଚାହୁଁ ଦୁଃଖ-ରାହୁ ସୁଖ-ଶଶୀ ଗ୍ରାସଇ । ଚିନ୍ତା-ସାଗରେ ଜୀବନ- ନଉକା ମୋ ଭାସଇ ॥ କୂଳେ ଲଗାଅ ତୁରିତେ…

Continue Readingନୀଳ ଶୈଳ ଚୂଡ଼ାମଣି
Read more about the article ସୃଷ୍ଟି ରକ୍ଷାକର
Odia Bhajan Srusti Raksha Kara (ସୃଷ୍ଟି ରକ୍ଷାକର) by Puspanjali Panda

ସୃଷ୍ଟି ରକ୍ଷାକର

ସତେକିବା ଏହା ପ୍ରାରବ୍ଧ କଷଣ ଭୂତାଣୁର ଭୟ ! ଆହେ ନାରାୟଣ ଆଶା ପାଲଟିଛି ନିରାଶା ଗଣ୍ଠିଲି କେମିତି ଧରିବୁ ଦୁଇ ହାତ ଖାଲି ॥ ଜୀବ ଧାରଣର ସମସ୍ତ ସୋପାନ ନୀରବରେ ଦେଖେ ଦାରୁଣ ମରଣ ଆଖି ପତା ତଳ…

Continue Readingସୃଷ୍ଟି ରକ୍ଷାକର
Read more about the article ରାତି ଅନ୍ଧାର ଓ ମୁଁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ…

Continue Readingରାତି ଅନ୍ଧାର ଓ ମୁଁ
Read more about the article ରଙ୍ଗ ପସରା
Odia Bhajan Ranga Pasara (ରଙ୍ଗ ପସରା) by Gupteswar Chand

ରଙ୍ଗ ପସରା

ବରଷକେ ବାର ମାସ ଛଅ ଋତୁ ପରବର ସଂଖ୍ୟା ତେର । କଳା ଦିଅଁ ଭାଇ ଭଉଣୀଙ୍କ ସାଥେ ବିଜେ ନିଜେ ଶ୍ରୀ କ୍ଷେତ୍ରର ॥ ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ କରିଥାନ୍ତି ଲୀଳା ଖେଳା । ଅନାଥର ନାଥ…

Continue Readingରଙ୍ଗ ପସରା