ଇତିହାସ
ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ... ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ... ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା…
ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ... ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ... ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା…
ବର୍ଷା ଋତୁ ସରିଲେ ଶରତ ଋତୁ ହୁଅଇ ପ୍ରବେଶ, ପଲ୍ଲବୀତ ଶରତେ ଫୁଲର ସମ୍ଭାରେ ଦିଶେ ପ୍ରକୃତିର ହସ ॥ ଶ୍ଵେତ କାଶତେଣ୍ଡି ଫୁଲର ମେଳରେ ନଦୀ ପଠା ଉଠେ ହସି, ନିଜ ସ୍ୱନ୍ଦର୍ଯ୍ୟ ନିଜେ ଦେଖି ଧରା ହୁଏ ମନେ…
ମୋତି ଝରୁଥିଲା ହସରୁ ତୋହର ଲାଗୁଥିଲା କେତେ ଖୁସି ସୁଖରେ ଦୁଃଖରେ ଭଲରେ ମନ୍ଦରେ ରହୁଥିଲେ ଆମେ ମିଶି । ଅଳ୍ପଦିନ ପାଇଁ ସଂସାରକୁ ଆସି କରିଲୁ ସଭିଙ୍କୁ ନିଜର ଭାଇ ଭାଇ କହି ହାତେ ବାନ୍ଧୁଥିଲୁ ସେନେହେ ରାକ୍ଷୀର ଡୋର…
ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ'ଣ ନାଇଁ କ'ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ…
ତମେ ମୋ ଗୋଲାପ ମୋ ମନ ବଗିଚାର ପାରିଜାତ ତମେ ମୋ ପଦ୍ମିନୀ ମୋ ହୃଦ ସରୋବରେ ପ୍ରସ୍ପୁଟିତ ତମ ପ୍ରେମ ମୋର ଅମୃତ କଳସୀ ମୋର ଅମରତ୍ୱ ରସ ତମ ପ୍ରେମ ମୋର ଶାଶ୍ୱତ ଗୀତିକା ମୋର ପୁଲକ ଉଛ୍ଵାସ…