ବିଚିତ୍ରବର୍ଣ୍ଣା

ସରଳ ରେଖାଟେ ଅଟଇ ଯେ ନାରୀ ଉଭୟ ଦିଗକୁ ସେ ଗତିଶୀଳ, ଦେଖାଇ ପାରେ ସେ ସରଗପୁର ଆଉ କେବେ ପୁଣି ନରକ ଦ୍ୱାର । କରତ ପରି ଉଭୟ କ୍ରିୟାରେ ଦେଖାଇ ପାରେ ସେ କର୍ମକୁଶଳ ନଦୀ ପରି ସେହି…

Continue Readingବିଚିତ୍ରବର୍ଣ୍ଣା
Read more about the article ନିଜକୁ ପାରେନି ମାନି
Odia Poem Nijaku Pareni Mani (ନିଜକୁ ପାରେନି ମାନି) by Prafulla Kumar Tripathy

ନିଜକୁ ପାରେନି ମାନି

ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା' ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ…

Continue Readingନିଜକୁ ପାରେନି ମାନି
Read more about the article ଝୁରେ ସେ ଶୀତ
Odia Poem Jhure Se sita (ଝୁରେ ସେ ଶୀତ) by Sushree Sangita Sethy

ଝୁରେ ସେ ଶୀତ

ମନେପଡ଼ୁରେ ତୁ ଆଜି ଶୀତ କେମିତି ପିଲାଦିନେ ତୁ ଆସିଥିଲୁ ମୋ ଗାଁ'କୁ ଉତ୍ତରା ପବନେ ଥରେଇ, ମୋ କର୍ମଚଞ୍ଚଳ ଗାଆଁଟି ହୋଇଯାଉଥିଲା ଶୁନଶାନ୍ ତୋ'ର କ୍ରୁର ହେମାଳରେ ନିର୍ଜ୍ଜନ ସାଜୁଥିଲା ବାଟ ଖାାଲି ତୋ' ପାାଇଁ । ଚୁଲି ମୁଣ୍ଡ…

Continue Readingଝୁରେ ସେ ଶୀତ
Read more about the article କାର୍ତ୍ତିକ ମାସ
Odia Poem Kartika Masa (କାର୍ତ୍ତିକ ମାସ) by Debashis Mohapatra

କାର୍ତ୍ତିକ ମାସ

ଶିଉଳି ଫୁଲର ବାସ, କାର୍ତ୍ତିକର ମାସ ବଣ ମଲ୍ଲୀକୁ କାଟି ଦିଏ ତା'ର ସେଇ ସୁଗନ୍ଧଭରା ବାସ ପଣତ କାନିରେ ଗୋଟାଉ ଥାଏ ସେ ଶିଉଳିର ପରକାଶ କାର୍ତ୍ତିକ ମାସର ସକାଳ, ଚଉରା ପ୍ରାଙ୍ଗଣ ଦିଶୁଥାଇ ସୁନ୍ଦର ଆକାଶ ମାର୍ଗରେ ଶୁଭୁ…

Continue Readingକାର୍ତ୍ତିକ ମାସ
Read more about the article କାର୍ତ୍ତିକ ମହା ପଞ୍ଚୁକ
Odia Poem Kartika Maha Panchuka (କାର୍ତ୍ତିକ ମହା ପଞ୍ଚୁକ) by Prakash Meher

କାର୍ତ୍ତିକ ମହା ପଞ୍ଚୁକ

ପଞ୍ଚ ଦିନ ପ୍ରଭାତରୁ ସ୍ନାନ ସାରି ତୁରିତେ ଲୟ ରଖ ମନ କୃଷ୍ଣ ପାଦେ । ଭାଗବତ ଗାନ କର ଜଗନ୍ନାଥଙ୍କୁ ସୁମରି ପ୍ରଭୁ କୃପା ଲଭିବୁ ତେବେ ॥ ତୁଳସୀ ଦେବୀଙ୍କୁ କମଳେ କର ଜଳ ଦାନ କୃପା କରିବେ…

Continue Readingକାର୍ତ୍ତିକ ମହା ପଞ୍ଚୁକ