ବିଦାୟ ମାଆ
ମା' ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ…
ମା' ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ…
ପାର୍ବଣେ ନବ ଦୁର୍ଗା ଆଗମନେ ଚଞ୍ଚଳିତ ଆଜି ଧରା ଦେବୀ ନାରାୟଣୀ ଦୁଃଖ ବିମୋଚିନୀ ଜଗତେ କରୁଛି ଲୀଳା ॥ ସତ୍ୟ ସନାତନୀ ଜଗତ କଲ୍ୟାଣୀ ମହିଷା ମର୍ଦ୍ଦିନୀ ମାଆ ନିରାଷ ଅନ୍ଧାରେ ଦେଉ ମା' ଆଲୋକ ବିପଦରେ ତୁହି ସାହା…
ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ' ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା' ମା' ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ' ନାମ ଆବୋରି ।…
ଜୟ ମାତ ଦଶଭୁଜା ଦୁର୍ଗତି ନାଶିନୀ ଦୁର୍ଗା ଚଉଦିଗେ ଉଡ଼ାଅ ମା' କୀରତି ଧ୍ୱଜା, ଲୋକପିୟ ହିନ୍ଦୁ ଦେବୀ ମହିମା କିବା ବର୍ଣ୍ଣିବି ସଙ୍କଟ କାଳରେ ତୋର ପଡ଼ଇ ଖୋଜା । ତୁମପାଇଁ ପ୍ରକୃତିର କି ସାଜସଜ୍ଜା, ଶରତ ଚାରୁ ସମ୍ଭାରେ…
ଅନ୍ଧାର ଛାତିରୁ କମ୍ବଳ ଉତାରି ସକାଳ ତ ହସିଲାଣି... ସବୁଜ ଘାସକୁ ମୁକ୍ତା ହାର ଦେଇ କାକର ସଜାଇଲାଣି... ଦେହରେ ଶୀତୁଆ ଶିହରଣ ଖେଳେ ମନ ଉଚ୍ଛନ୍ନ ହେଲାଣି... ନଦୀ, ହ୍ରଦ ସବୁ ପରିଷ୍କାର ଦିଶେ ସ୍ରୋତସ୍ୱିନୀ ପୁଷ୍କରିଣୀ... ଦୂର ଦିଗ୍ବଳୟେ…