Kalankita Rati

କଳଙ୍କିତ ରାତି

ମୌସୁମୀ ଆସିଲା ସିନା ହେଲେ ମନ ଏବେ ବି ଶୁଖା ଭିଜା ଭିଜା ସ୍ୱପ୍ନ ଆଖିରେ ଅସୁମାରୀ ପିନ୍ଧି ବୁଲୁଛି ଭାବନାର ମୁଖା । ଆକାଶେ ବାଦଲ ଯେମିତି ମନ ଆକାଶେ ପ୍ରେମ ଦୁହେଁ ଆସନ୍ତି କ୍ଷଣିକ ପାଇଁ ମନରେ ଜଗେଇ ଆଶା ଅସୁମାରୀ ଯାଆନ୍ତି ଚାଲି ବୁକୁ ଫଟେଇ ତୃଷାକ୍ତ ଆଖି ରହିଛି ଚାହିଁ କେବେ ଆସିବ କଳା ବାଦଲ ବରଷି ଯିବ ମୋ ଉପରେ ଦେବ ଏ ମନର ଶୋଷ ମେଣ୍ଟାଇ ପ୍ରେମଭରା ଆଖି…

ଅଧିକ ପଢ଼ନ୍ତୁ
Eka Eka

ଏକା ଏକା

ତୁମେ ଦେଇଥିବା କଲମ ପ୍ରିୟା ଭାବି ଲେଖେ ତୁମ କଥା ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି ଲାଗେ ସବୁ ଫିକା ଫିକା । କେ ଅଭିମାନେ ଚାଲିଗଲ ଛାଡ଼ି କରି ଏତେ ହୀନିମାନ ଚାଲି ଯିବ ଦିନେ ଜାଣି ମୁଁ ନଥିଲି ଆଜି ଲାଗେ ଏକା ଏକା… (୨) କହୁ ଥିଲ ଦିନେ ଛାଡ଼ି ଯିବନାହିଁ ତୁମେ ମୋ ଜୀବନ ଧନ… ସେଇ ଧନ ଆଜି ପର ହେଇଗଲା ବୁଝିଲନି ମୋର ମନ । ଧୋକା…

ଅଧିକ ପଢ଼ନ୍ତୁ
Udbhida Bijna Mo Paribara

ଉଦ୍ଭିଦ ବିଜ୍ଞାନ ପରିବାର

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଯେ ଈଶ୍ୱର । ତାଙ୍କ ପାଦ ପଦ୍ମେ ସଦା ଭକ୍ତି କର ।। ଉଦ୍ଭିଦ ବିଜ୍ଞାନ ମୋ ପରିବାର । ଘରେ ବିଜେ ଅଛନ୍ତି ମୋ ପାଞ୍ଚ ଠାକୁର ।। ଗୁରୁ ରୂପେ ସେମାନେ ଜ୍ଞାନର ସାଗର । ତାଙ୍କ କରୁଣାର ନାହିଁ ପଟାନ୍ତର ।। ଘରର ମୁରବି ସାରଦା ପ୍ରସାଦ । ସବୁ ବେଳେ ହସ ହସ ନିର୍ମଳ ସ୍ୱରୂପ ।। ଘରେ ମୋ ଅଛନ୍ତି ବିଶ୍ୱଜିତ ସାର୍…

ଅଧିକ ପଢ଼ନ୍ତୁ
Asajada Samikarana

ଅସଜଡ଼ା ସମୀକରଣ

ଅଧାଅଧି ଜୀଇଁଥିବା ଏ ଜୀବନ କିଛି ଆମ୍ବ ତୋଟା ନଈ କୂଳ ପବନ ଆଉ କିଛି ରୁନ୍ଧି ଦେଉଥିବା ସପନ ପଚାରନା ଲାଭ କ୍ଷତି ଭାରି ଅସଜଡ଼ା ଅବୁଝା ଏ ସମୀକରଣ । ଅଧାଅଧି ବୟସରେ ବାଟଭୁଲେ ଏ ମନ କିଛି ପ୍ରେମ କିଛି ଦହନ ଆଉକିଛି ଗତସ୍ମୃତି କଳଙ୍କିତ ମଲାଜହ୍ନ ପଚାରନା ପ୍ରେମିକା ନା ପ୍ରତାରଣା, ସେ ଇତିହାସ ବଡ଼ ଗହନ । ଅଧାଅଧି ରାସ୍ତାରେ ମଧ୍ୟାହ୍ନର ଆହ୍ୱାନ କିଛି ଛାଇ କିଛି ଜ୍ୱଳନ ଆଉକିଛି…

ଅଧିକ ପଢ଼ନ୍ତୁ
Abhula Smruti

ଅଭୂଲା ସ୍ମୃତି

ମନେ ଅଛି ମୋର ସେଦିନର କଥା; କରିବନି ପର ବୋଲି ଛୁଇଁଥିଲ ମଥା ॥ ଭୁଲିଗଲ, ଚାଲିଗଲ କରିଦେଇ ପର; ଏକ ଅଚିହ୍ନା ଲୋକକୁ ନେଇ ଗଢ଼ିଲ ସଂସାର ॥ ଭଲ ପାଇବାରେ ଭୁଲ ମୋର ରହିଲା କଉଠି; ପଚାରିବି ଏଇ କଥା, ଦେଖାହବ ଯେଉଁଠି ॥ ଶିଶିର, କାକରରେ ଭିଜି ଦେଖୁଥିଲି କେତେ ସ୍ୱପ୍ନ; ଆଜି ମତେ ଏକା ଦେଖି ହସୁଛି, ପୂର୍ଣମୀର ଏ ଗୋଲ ଜହ୍ନ ॥ ମନେପଡ଼େ ଯେବେ ତୁମ ଅକୁହା କଥା;…

ଅଧିକ ପଢ଼ନ୍ତୁ